୧୪ ତାରିଖ ସୁଦ୍ଧା ପ୍ରଚାର ମଇଦାନ ଛାଡ଼ିବାକୁ ନେତା, କର୍ମୀଙ୍କୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୨।୨:  ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ତାରିଖରେ ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ପଂଚାୟତରେ ନିର୍ବାଚନ ହେବ। ଏସବୁ…
Read More...

କଡ଼ା ଚେତାବନୀ ଦେଲେ ସୁପ୍ରିମକୋର୍ଟ: ହିଜାବ ବିବାଦକୁ ଜାତୀୟ ପ୍ରସଙ୍ଗ କର ନାହିଁ

ନୂଆଦିଲ୍ଲୀ, ୧୧।୨: ‘ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍‌ ସମୟରେ  ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ।’  ହିଜାବ ବିବାଦକୁ ନେଇ…
Read More...

କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରୀ

ଭୁବନେଶ୍ବର, ୧୧।୨: କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ। ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି…
Read More...

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘ନୋଟା’ ବିକଳ୍ପ

ଭୁବନେଶ୍ବର, ୧୧।୨: ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏଥର ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରିବାକୁ ଇଭିଏମ୍‌ର ବ୍ୟବହାର କରାଯିବାକୁ ଥିବା ବେଳେ ସେଥିରେ ‘ନୋଟା’ ବିକଳ୍ପ ରଖାଯିବ ବୋଲି ଆଜି ରାଜ୍ୟ…
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ହେବେନି ମୁଖ୍ୟ ଅତିଥି

ଭୁବନେଶ୍ବର, ୨୧।୧: ଗତବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ନାହିଁ। ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ…
Read More...

୧୧ ବରିଷ୍ଠ ଅଧିକାରୀଙ୍କୁ ଆଇଏଏସ୍ ପଦବୀକୁ ପଦୋନ୍ନତି

ଭୁବନେଶ୍ବର, ୨୧।୧: ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି କେନ୍ଦ୍ର ସରକାର ଆଇଏଏସ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…
Read More...

୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, ୨୦।୧: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଅଛନ୍ତି। ୧୦,୩୬୮ ଜଣଙ୍କ ମଧ୍ୟରୁ ୬୦୧୫, ଜଣ କ୍ୱାରେଣ୍ଟାଇନ୍‌ରେ…
Read More...

ନାମାଙ୍କନ ଦାଖଲ ଶେଷ ଦିନରେ ଭିଡ଼ କମାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦।୧: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଯାଇଛି ରାଜ୍ୟର ପରିବେଶ।  ଗତ ୧୭ ତାରିଖରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ଼।  ଏହାବାଦ ଆସନ୍ତାକାଲି…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ଗଣତନ୍ତ୍ର ଦିବସ: ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ, ୧୮।୧: ଆସନ୍ତା ଗଣତନ୍ତ୍ର ଦିବସରେ ହମଲା କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ। ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମରେ…
Read More...

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

ଭୁବନେଶ୍ୱର, ୧୮।୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ନିର୍ବାଚନ…
Read More...