ଗତ ୨୪ ଘଣ୍ଟାରେ ୧୧ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୧୬।୧: ଲଗାତାର ତିନି ଦିନ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏହା ୧୧ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୧୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…
Read More...

୧୭ରୁ ବନ୍ଦ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର, ୧୫।୧: ଆସନ୍ତା ୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡି । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏପରି…
Read More...

ଜାନୁଆରି ୨୪ ନୁହେଁ ୨୩ରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ ପ୍ରସ୍ତୁତି ପର୍ବ

ନୂଆଦିଲ୍ଲୀ, ୧୫।୧: ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିବର୍ଷ ଜାନୁଆରୀ ୨୪ରୁ ଦେଶରେ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଥାଏ। ହେଲେ ଏଣିକି ୨୩ ତାରିଖରୁ…
Read More...

ଲକ୍ଷଣ ନଥିଲେ ଟେଷ୍ଟ ଆବଶ୍ୟକ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, ୧୫।୧: ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଏ ରହିଛି…
Read More...

୩୧ରୁ ବଜେଟ ଅଧିବେଶନ, ଫେବୃଆରୀ ପହିଲାରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ, ୧୪।୧:  ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ପହିଲାରେ ବଜେଟ ଆଗତ ହେବ। ଏପ୍ରିଲ ୮ ତାରିଖ ଯାଏ ଚାଲିବ ଅଧିବେଶନ। ପ୍ରଥମ ଦିନ…
Read More...

ସୁରେଶ ମହାପାତ୍ରଙ୍କ ଚାକିରି ୬ ମାସ ବଢ଼ିଲା

ଭୁବନେଶ୍ବର,୧୩/୧: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର…
Read More...

ଓଡ଼ିଶାରେ ୫୩୭ ବର୍ଗ କିମି ଜଙ୍ଗଲ ବଢ଼ିଛି

ଭୁବନେଶ୍ବର, ୧୪/୧: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଡେରାଡୁନ୍‌ସ୍ଥିତ ସ୍ବୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ(ଆଇଏସ୍‌ଏଫ୍‌ଆର)-…
Read More...

ୟୁପି ନିର୍ବାଚନ ପାଇଁ ଉନ୍ନାଉ ପୀଡ଼ିତାଙ୍କ ମା’ଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଲକ୍ଷ୍ନୌ, ୧୩।୧: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ସମସ୍ତ ଦଳ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ନେତାମାନେ ମଧ୍ୟ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି। କିନ୍ତୁ ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସ ଆଜି ପ୍ରାର୍ଥୀଙ୍କ ପ୍ରଥମ…
Read More...

ଆସନ୍ତାକାଲି ଭକ୍ତଙ୍କୁ ତାରିଣୀ ମନ୍ଦିର ମନା

ଘଟଗାଁ, ୧୩।୧: ରାଜ୍ୟରେ ଓମିକ୍ରନ ଓ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ କଟକଣା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ମଠ, ମନ୍ଦିର ଓ ଧର୍ମାନୁଷ୍ଠାନରେ ଭିଡ଼ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣା…
Read More...

ବିଏମ୍‌ସିର ୨୨ କର୍ମଚାରୀ କରୋନା ପଜିଟିଭ୍

ଭୁବନେଶ୍ବର, ୧୩।୧: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌ରେ ପଶିଛି କରୋନା। ବିଏମ୍‌ସିର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। …
Read More...