ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା

ଭୁବନେଶ୍ବର, ୪।୧: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା। ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରୀକ୍ଷା ଚାଲିବ। ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ। ୮ ତାରିଖ କେବଳ…
Read More...

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ଆସନ୍ତାକାଲି ବୈଠକରୁ ବାହାରିପାରେ ନିଷ୍କର୍ଷ

ଭୁବନେଶ୍ବର, ୪।୧: ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ। ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଦାବି ପୂରଣ ନହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଏହି ବନ୍ଦ ଡାକରା ଦେଇଛି। ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା…
Read More...

ଆଇଏଏସ୍ ସ୍ତରରେ ଅଦଳବଦଳ, ଦିବ୍ୟଜ୍ୟୋତି ପରିଡ଼ା ହେଲେ ସମ୍ବଲପୁରର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର, ୩/୧: ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ। ବଦଳିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଆଇଏଏସ୍‌ ଶୁଭମ୍‌ ସକ୍ସେନାଙ୍କ ସ୍ଥାନରେ ସମ୍ୱଲପୁର ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି। ସେ…
Read More...

କନିଷ୍ଠ ଶିକ୍ଷକଙ୍କ ଦରମା ୫୦%କୁ ବୃଦ୍ଧି, ଉପକୃତ ହେବେ ୩୩ ହଜାର ୩୮ ଶିକ୍ଷକ

ଭୁବନେଶ୍ଵର, ୦୩/୦୧ : କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି। ଉପକୃତ ହେବେ ୩୩,୦୩୮ ଶିକ୍ଷକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ ହୋଇଥିବା କନିଷ୍ଠ…
Read More...

୨୪ ଘଣ୍ଟାରେ ମୁମ୍ବାଇରେ ୬୩୪୭ଟି ନୂଆ କରୋନା ମାମଲା

ମୁମ୍ୱାଇ, ୧।୧: ଦେଶରେ କରୋନାର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ୱାଇରେ କରୋନା ବିସ୍ଫୋରଣ ହେଉଛି। ମହାନଗର ମୁମ୍ୱାଇରେ ଗତ ୨୪ ଘଣ୍ଟାରେ କରୋନାର ୬୩୪୭ଟି ନୂଆ ମାମଲା ସାମନାକୁ ଆସିଛି। ଯେବେ କି ଗୋଟିଏ ମୃତ୍ୟୁ…
Read More...

ସମ୍ ହସ୍ପିଟାଲ ଆଇସିଏମ୍‌ଆର କ୍ଲିନିକାଲ୍ ଟ୍ରାଏଲ୍ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ୱର, ୧।୧:  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଦ୍ଵାରା ପୂର୍ବ ଭାରତରେ ଆଇସିଏମ୍‌ଆର୍ କ୍ଲିନିକାଲ୍…
Read More...

ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ

କଟକ, ୩୧।୧୨: କଟକ ପୁଲିସ୍ ମୁଖ୍ୟାଳୟରେ ନୂଆ ଡିଜିପି ସୁନୀଲ ବଂଶଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନର ପୁଲିସ ଡିଜି ଅଭୟଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ବଂଶଲ…
Read More...

୩% ବଢ଼ିଲା ମହଙ୍ଗା ଭତ୍ତା: ଉପକୃତ ହେବେ ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ

ଭୁବନେଶ୍ବର, ୩୧।୧୨: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ୩% ବଢ଼ିଛି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮…
Read More...

ବଢ଼ୁଛି ଓମିକ୍ରନ ସଂକ୍ରମଣ, ଆସିଲା ଜାନୁଆରୀ ଗାଇଡ୍‌ଲାଇନ୍

ଭୁବନେଶ୍ବର, ୩୦।୧୨: ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବ ମାସ ତୁଳନାରେ ନୂଆ ଗାଇଡଲାଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି। ବିଶେଷ କରି ଜାନୁଆରୀ ମାସ ପାଇଁ ଅଧିକ କଟକଣା କରାଯାଇଛି।…
Read More...

ପରଲୋକରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି

ଭୁବନେଶ୍ବର, ୩୦।୧୨: ଓଡ଼ିଶା ବଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି। ହୃଦଘାତରେ ଆକ୍ରାନ୍ତ ହୋଇ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି…
Read More...