ଆଜି ରାଜ୍ୟ କ୍ୟାବିନେଟରେ ୨୪ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର, ୨୩।୧୧: ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୨୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଅଧ୍ୟାଦେଶ, ରାଜ୍ୟ ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧, ଓଡ଼ିଶା…
Read More...

ପୁରୀରେ ହେବ ସବୁଜ ପରିବେଶ ଭରା ବିମାନବନ୍ଦର

ଝାରସୁଗୁଡ଼ା, ୨୨।୧୧: ପୁରୀରେ କରାଯିବ ସବୁଜ ପରିବେଶ ଭରା ବିମାନବନ୍ଦର। ଏଥିସହ ଉତ୍‌କେଲା ଓ ଜୟପୁରରୁ ଶୀଘ୍ର ଆରମ୍ଭ କରାଯିବ ବିମାନସେବା। ଉଡ଼ାନ ଯୋଜନାରେ ଉଡ଼ିବ ବିମାନ। ରାଜ୍ୟ ସରକାର ତୁରନ୍ତ ରିପୋର୍ଟ ପ୍ରଦାନ କଲେ…
Read More...

ଆସନ୍ତାକାଲି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର, ୨୨।୧୧: ଆସନ୍ତାକାଲି ଅପରାହ୍ନ ୫ଟା ୪୫ ମିନିଟରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏହି ମନ୍ତ୍ରୀ ପରିଷଦ ବୈଠକ ବସିବା ପରେ…
Read More...

ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହାର ଉପରେ ବୁଧବାର ବାଜିବ ମୋହର

ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିବାକୁ ଆସନ୍ତା ୨୪ ତାରିଖ ଅର୍ଥାତ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ଏହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Read More...

ନବୀନ ଲେଖିଲେ ମୋଦିଙ୍କୁ ଚିଠି, ଆଉ ୮ ମାସ ମାଗଣା ରାସନ୍ ଦେବାକୁ ଅନୁରୋଧ

ଭୁବନେଶ୍ୱର, ୨୧।୧୧: ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠି ଲେଖି…
Read More...

ମିସନ ଶକ୍ତି ମହିଳାମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୭।୧୧: ମିସନ ଶକ୍ତି ମହିଳାମାନଙ୍କୁ ଅଧିକ ସରକାରୀ କାମ ଦେବା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୋଡ଼ିଏଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ବୈଠକରେ…
Read More...

ପାନପୋଷସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ଏଫ୍ଏସ୍ଏସ୍ଏଆଇ ସ୍ବୀକୃତି

ରାଉରକେଲା, ୧୭।୧୧: ପାନପୋଷ ରୋଡ୍‌ ସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଛି ନୂଆ ସ୍ବୀକୃତି। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ…
Read More...

ପଞ୍ଚାୟତ ନିର୍ବାଚନ ପାର୍ଥୀଙ୍କ ବଢ଼ିଲା ଖର୍ଚ୍ଚ ସୀମା

ଭୁବନେଶ୍ବର, ୧୫।୧୧: ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ଖର୍ଚ୍ଚ ସୀମା। ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ। ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥୀ। ୨ ଲକ୍ଷ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣର ଶୁଭାରମ୍ଭ ଆସନ୍ତା ୨୪ରେ

ପୁରୀ, ୧୫।୧୧: ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୁଭାରମ୍ଭ ହେବ। ଏହି ପ୍ରକଳ୍ପର ସଫଳତା ପାଇଁ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଯଜ୍ଞାନୁଷ୍ଠାନ ହେଉଛି। ଶ୍ରୀମନ୍ଦିର ଦୋଳବେଦୀ…
Read More...

ପଞ୍ଚୁକ ପ୍ରଥମ ଦିନରେ ପୁରୀ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ବର, ୧୪।୧୧: ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଆଜି ଶ୍ରୀମନ୍ଦିର ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିବ। ସୋମବାର ପଞ୍ଚୁକ…
Read More...