ପ୍ରାକ-ବଜେଟ୍ ପରାମର୍ଶ ବୈଠକ: ସମ୍ବଲପୁରରେ ଏମ୍ସ-୨ ସହ ସୁଭଦ୍ରା ଯୋଜନା ପାଇଁ ଆର୍ଥିକ ସହାୟତା ମାଗିଲେ ରାଜ୍ୟ ଅର୍ଥ…

ନୂଆଦିଲ୍ଲୀ, ୨୨/୬: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ । ଆଗାମୀ କେନ୍ଦ୍ର ବଜେଟ୍,…
Read More...

ରେଲୱେ ପ୍ଲାଟଫର୍ମ ଟିକେଟ୍ ଜିଏସ୍‌ଟି ମୁକ୍ତ: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୨/୬: ସାଧାରଣ ଲୋକଙ୍କୁ ରେଳବାଇ ଯୋଗାଉଥିବା ସେବା ଉପରେ ଜିଏସ୍‌ଟି ପରିଷଦ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ନେବା ସହିତ ଡରମେଟ୍ରି, ୱେଟିଂ ରୁମ୍, କ୍ଲକ୍ ରୁମ୍ ଏବଂ…
Read More...

ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ବ୍ୟାପକ ପ୍ରସ୍ତୁତି: ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ

ପୁରୀ, ୨୧/୬: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ…
Read More...

ରାଜ୍ୟର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ବର, ୨୧/୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି। ଗ୍ରୀଷ୍ମ ଲହରିରେ ବ୍ରେକ୍‌ ଲାଗିଛି। ଲୋକଙ୍କୁ ଆଶ୍ବସ୍ତି ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର…
Read More...

ଆସନ୍ତା ୮ ତାରିଖ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ବର, ୧୯/୬: ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପର୍କରେ ଜାଣିବା ପାଇଁ ଓଡ଼ିଶାବାସୀ ଓ ଭକ୍ତମାନେ ବହୁଦିନରୁ ଅପେକ୍ଷା କରିଛନ୍ତି। ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ପୂର୍ବରୁ ଅନେକ ଥର…
Read More...

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ପ୍ରସନ୍ନ ଆଚାର୍ଯ୍ୟ ଉପନେତା

ଭୁବନେଶ୍ବର, ୧୯/୬: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା‌ ହେବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିରୁ…
Read More...

ଆସନ୍ତାକାଲିଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୁଲିସ ଡିଜି

ଭୁବନେଶ୍ବର, ୧୭/୬: ଆସନ୍ତାକାଲିଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି। ସେ…
Read More...

ଆସନ୍ତାକାଲିଠୁ ଖୋଲିବ ସ୍କୁଲ

ଭୁବନେଶ୍ବର, ୧୭/୬: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତାକାଲି ଠାରୁ କିଛି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଖୋଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇପାରିବେ। ବିଦ୍ୟାଳୟ…
Read More...

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି

ଭୁବନେଶ୍ବର, ୧୨/୬: ଓଡ଼ିଶାରେ ବିଜେପି ସରକାର ଗଢ଼ିଲା ପରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି। ସେହିପରି କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉପମୁଖ୍ୟମନ୍ତ୍ରୀ…
Read More...

ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର: ମୋହନ ସରକାରରେ ପ୍ରଥମ ନିଷ୍ପତ୍ତି

ଭୁବନେଶ୍ବର, ୧୨/୬: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର ଜୁନ୍‌ ୧୩ ତାରିଖ ଠାରୁ ଖୋଲି ଦିଆଯିବ। ଶ୍ରୀମନ୍ଦିରରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭୋର ସକାଳୁ ମଙ୍ଗଳ ଆରତୀ ବେଳେ ୪ଟି ଦ୍ବାର ଖୋଲି…
Read More...