ଅଧିକ ସଂକ୍ରମଣ ଥିବା ଜିଲ୍ଲା ଉପରେ ଫୋକସ: ମୁଖ୍ୟମନ୍ତ୍ରୀ କଲେ କରୋନାସ୍ଥିତି ସମୀକ୍ଷା

ଭୁବନେଶ୍ୱର, ୨୯।୬: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା…
Read More...

ଦେଶର ସର୍ବୋଚ୍ଚ ପୁରସ୍କାର ‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍

ଭୁବନେଶ୍ୱର, ୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍ କରାଯାଇଛି। ରାଜ୍ୟ ସରକାର ଆଜି ଦୂତୀଙ୍କ…
Read More...

ମାଟ୍ରିକ୍‌ ପରୀକ୍ଷା ଫଳ ସ୍ବଚ୍ଛତାର ସହ ପ୍ରକାଶ ପାଇଛି: ବୋର୍ଡ କର୍ତ୍ତୃପକ୍ଷ

କଟକ ୨୮।୬ : ମାଟ୍ରିକ ପରୀକ୍ଷା ଫଳାଫଳଜନିତ ସମସ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବୋର୍ଡ କର୍ତ୍ତୃପକ୍ଷ। ‘ସବୁ କିଛି ସ୍ଵଚ୍ଛତାର ସହ ହୋଇଛି । ଅନ୍ୟ ବିକଳ୍ପ ମଧ୍ୟ ଅଛି, ପିଲାମାନେ ଆଉ ଥରେ ପରୀକ୍ଷା ଦେଇପାରିବେ।…
Read More...

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର, ୨୮।୬: କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ୱ । ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼ ହେବା ଦରକାର…
Read More...

ରାଜ୍ୟରେ ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୭।୬: ଆଜି ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟଙ୍କ ବଦଳି ହୋଇଛି ଓ ତାଙ୍କ ସ୍ଥାନରେ…
Read More...

ବିଜୁ ମହିଳା ଜନତା ଦଳର ପଦାଧିକାରୀ ଘୋଷଣା

ଭୁବନେଶ୍ୱର, ୨୭।୬: ବିଜୁ ମହିଳା ଜନତା ଦଳର ପଦାଧିକାରୀ ଆଜି ଘୋଷଣା କରାଯାଇଛି। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ…
Read More...

ଓବିସି କୋଟା ଲାଗୁ ନ କରିପାରିଲେ ରାଜନୀତିରୁ ଅବସର ନେବି: ଦେବେନ୍ଦ୍ର ଫଡ୍‌ନାବିସ୍

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ପୌର ନିର୍ବାଚନ ପାଇଁ ଓବିସି କୋଟାକୁ ନେଇ ରାଜନୀତି ଜୋର୍ ଧରିଛି। ଏନେଇ ଶନିବାର ରାଜ୍ୟ ବିଜେପି ପକ୍ଷରୁ ସାରା ରାଜ୍ୟରେ ଚକ୍କା ଜାମ୍‌ କରାଯାଇଥିଲା। ପୌର ନିର୍ବାଚନରେ ଓବିସି କୋଟା…
Read More...

ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ୩୬୮୨ କରୋନା ରୋଗୀ

ଭୁବନେଶ୍ୱର, ୨୬।୬: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୬୮୨ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଖୋର୍ଧାରୁ ସର୍ବାଧିକ ୪୪୬ ଜଣ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

ଭୁବନେଶ୍ବର, ୨୪।୬:  ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। କଟକ ବିଏସ୍‌ଇ…
Read More...