ପୁନେ ଏସ୍‌ଭିଏସ୍‌ ଆକ୍ବା ଟେକ୍ନୋଲୋଜି କମ୍ପାନିରେ ନିଆଁ, ୧୨ ମୃତ

ମୁମ୍ବାଇ, ୭।୬: ମହାରାଷ୍ଟ୍ର ପୁନେର ଘୋଟୱାଡେ ଫାଟା ଅଞ୍ଚଳରେ ଥିବା ଏକ ରସାୟନ କମ୍ପାନିରେ ଭୟଙ୍କର ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ୧୨ ଲୋକଙ୍କର ମୃତ୍ୟୁ ହୋଇଥିବା ଅନେକ ଗୁରୁତର ଆହତ ହୋଇଛନ୍ତି। ସେହିପରି…
Read More...

ଆଉ ୨୨ ଜିଲ୍ଲାକୁ ସଂପ୍ରସାରିତ ହେଲା ୧୮-୪୪ ବର୍ଗଙ୍କ ଟିକାକରଣ

ଭୁବନେଶ୍ବର, ୬।୬: ରାଜ୍ୟରେ ଆଉ ୨୨ଟି ଜିଲ୍ଲାକୁ ୧୮-୪୪ ବର୍ଗଙ୍କ ଟିକାକରଣକୁ ବଢ଼ାଇ ଦିଆଯାଇଛି। ଚଳିତ ଜୁନ ମାସରେ ଏହି ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ, ମ୍ୟୁନିସିପାଲଟି/ ଏନଏସିରେ ଟିକାକରଣ କରାଯିବ। ଆଜି ଏ…
Read More...

ହସ୍‌ପିଟାଲରେ ଭର୍ତ୍ତି ହେଲେ ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର

ନୂଆଦିଲ୍ଲୀ, ୦୬।୦୬: ପ୍ରଖ୍ୟାତ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି…
Read More...

ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ଵର, ୪।୬:  ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରାଛାତ୍ରୀମାନଙ୍କୁ କରୋନା ଟିକା ଦେବ ବିଏମ୍‌ସି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂହ। କେବଳ…
Read More...

ବାତିଲ ହେଲା ଦ୍ବାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍ଵର, ୪।୬ : ବାତିଲ ହେଲା ଦ୍ଵାଦଶ ଶ୍ରେଣୀ ପରୀକ୍ଷା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ…
Read More...

ବାତ୍ୟା ସମ୍ପର୍କିତ ସମସ୍ତ ପଦକ୍ଷେପକୁ ନେଇ ଦସ୍ତାବିଜ ପ୍ରସ୍ତୁତ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ…
Read More...

ଆଉ ନାହାନ୍ତ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ବର, ୨।୬: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ଦେହାନ୍ତ ହୋଇଯାଇଛି। ପ୍ରାୟ ଏକ ମାସ ଧରି ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ…
Read More...

ରାଜ୍ୟର ଗ୍ଲୋବାଲ୍‌ ‌ଟେଣ୍ଡର୍‌ ପ୍ରତି ଟିକା କମ୍ପାନିଙ୍କ ଆଗ୍ରହ ନାହିଁ; କେନ୍ଦ୍ର ଟିକା କିଣି ରାଜ୍ୟକୁ ଦେବା ପାଇଁ…

ଭୁବନେଶ୍ବର,୧/୬ : ସିଧାସଳଖ ଦେଶୀ, ବିଦେଶୀ ଟିକା କମ୍ପାନିଠାରୁ ଟିକା କିଣିବାକୁ ରାଜ୍ୟ ସରକାର ଗ୍ଲୋବାଲ୍‌ ଟେଣ୍ଡର୍‌ ଡାକିଥିଲେ। କିନ୍ତୁ ଏହା ଆଶାନୁରୂପକ ଫଳପ୍ରଦ ହେବାର ସମ୍ଭାବନା କମ୍। ବିଦେଶୀ ଟିକା…
Read More...

ବାତିଲ ହେଲା ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା

ନୂଆଦିଲ୍ଲୀ, ୧।୬: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି କେନ୍ଦ୍ର ସରକାର। ଦେଶର କରୋନା ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ପରେ ଏହି…
Read More...

ବାତ୍ୟା ଓ ବନ୍ୟାରେ ଜଳସମ୍ପଦ ବିଭାଗ ସହିଲା ୮୭ କୋଟି କ୍ଷତି

ଭୁବନେଶ୍ୱର,୩୧।୫: ବାତ୍ୟା ଓ ବନ୍ୟା ଯୋଗୁ ରାଜ୍ୟ ଜଳସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। କ୍ଷୟକ୍ଷତି ନେଇ ସରକାରଙ୍କୁ…
Read More...