ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ: ରାଜ୍ୟରେ ୭୦% ଭୋଟ୍‌ ଗ୍ରହଣ

ଭୁବନେଶ୍ବର,୧୬।୨: ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟରେ ୭୦ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ରହିଥିଲେ।…
Read More...

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବ୍ଲୁ ବ୍ଲକ ସୁରକ୍ଷା ବ୍ୟବସ୍ଥା

ପୁରୀ, ୧୫।୨: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ…
Read More...

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆନ୍ତର୍ଜାତିକ ଶିଶୁ କର୍କଟ ଦିବସ ପାଳିତ

ଭୁବନେଶ୍ୱର, ୧୫/୨: ପୃଥିବୀରେ କ୍ୟାନସର ଭଳି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଆଗୁଆ ରୋଗର ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଫଳରେ ଏଭଳି ଦୁଃସାଧ୍ୟ ରୋଗକୁ କୁନି କୁନି ଶିଶୁ…
Read More...

ଫେକ୍‌ ଭୋଟର୍‌ ଜଣାପଡ଼ିଲେ ‌ମିଳିବ ଜେଲ୍‌ ଦଣ୍ଡ

ଭୁବନେଶ୍ବର, ୧୩।୧: ଫେକ୍ ଭୋଟର୍ଙ୍କୁ ବଡ଼ ଝଟ୍‌କା। ଫେକ୍ ଭୋଟର ବୋଲି ଜଣାପଡ଼ିଲେ ଦିଆଯିବ ପୋଲିସ ଜିମା। ଅର୍ଥାତ୍ ପରିଚୟ ପତ୍ର ଭୁଲ୍ ଥିଲେ, ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ। ଦୁଇ ଦିନ ପରେ ପଞ୍ଚାୟତ ନିର୍ବାଚନ ହେବ।…
Read More...

ରାଜ୍ୟର ପ୍ରଥମ ରାଜ୍ୟ ନିର୍ବାଚନ କମିସନରଙ୍କ ପରଲୋକ

ଭୁବନେଶ୍ବର, ୧୨।୨: ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିସନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଆଜି ମଧ୍ୟ‌ାହ୍ନ ସାଢ଼େ ୧୨ଟାରେ ପରଲୋକ ହୋଇଯାଇଛି । କରୋନାରୁ ସୁସ୍ଥ ହେବା ପରେ ତାଙ୍କର…
Read More...

୧୯ରେ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶାଗସ୍ତ

ଭୁବନେଶ୍ବର, ୧୨।୨:  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନୂଆଦିଲ୍ଲୀରୁ ସିଧାସଳଖ ୧୯ ତାରିଖ ଅପରାହ୍ନ ୩ଟା ୨୫…
Read More...

୧୪ ତାରିଖ ସୁଦ୍ଧା ପ୍ରଚାର ମଇଦାନ ଛାଡ଼ିବାକୁ ନେତା, କର୍ମୀଙ୍କୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୨।୨:  ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ତାରିଖରେ ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ପଂଚାୟତରେ ନିର୍ବାଚନ ହେବ। ଏସବୁ…
Read More...

କଡ଼ା ଚେତାବନୀ ଦେଲେ ସୁପ୍ରିମକୋର୍ଟ: ହିଜାବ ବିବାଦକୁ ଜାତୀୟ ପ୍ରସଙ୍ଗ କର ନାହିଁ

ନୂଆଦିଲ୍ଲୀ, ୧୧।୨: ‘ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍‌ ସମୟରେ  ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ।’  ହିଜାବ ବିବାଦକୁ ନେଇ…
Read More...

କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରୀ

ଭୁବନେଶ୍ବର, ୧୧।୨: କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ। ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି…
Read More...

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘ନୋଟା’ ବିକଳ୍ପ

ଭୁବନେଶ୍ବର, ୧୧।୨: ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏଥର ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରିବାକୁ ଇଭିଏମ୍‌ର ବ୍ୟବହାର କରାଯିବାକୁ ଥିବା ବେଳେ ସେଥିରେ ‘ନୋଟା’ ବିକଳ୍ପ ରଖାଯିବ ବୋଲି ଆଜି ରାଜ୍ୟ…
Read More...