ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣର ଶୁଭାରମ୍ଭ ଆସନ୍ତା ୨୪ରେ

ପୁରୀ, ୧୫।୧୧: ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୁଭାରମ୍ଭ ହେବ। ଏହି ପ୍ରକଳ୍ପର ସଫଳତା ପାଇଁ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଯଜ୍ଞାନୁଷ୍ଠାନ ହେଉଛି। ଶ୍ରୀମନ୍ଦିର ଦୋଳବେଦୀ…
Read More...

ପଞ୍ଚୁକ ପ୍ରଥମ ଦିନରେ ପୁରୀ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ବର, ୧୪।୧୧: ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଆଜି ଶ୍ରୀମନ୍ଦିର ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିବ। ସୋମବାର ପଞ୍ଚୁକ…
Read More...

ବଢ଼ିଲା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୧୪।୧୧: ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଣିକି ୨ ବର୍ଷ ବଦଳରେ ଏହି କେନ୍ଦ୍ରୀୟ ଏଜେନ୍ସିର ମୁଖ୍ୟମାନେ ୫ ବର୍ଷ ଯାଏ କାର୍ଯ୍ୟ…
Read More...

ଡିସେମ୍ବର ୧ରୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର, ୧୪।୧୧: ଆସନ୍ତା ଡିସେମ୍ବର ୧ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ଯାଏ ଜାରି ରହିବ। ଏହି ସମୟ ମଧ୍ୟରେ ମୋଟ୍‌ ୨୬ଟି କାର୍ଯ୍ୟ…
Read More...

କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ସଫଳ

ଭୁବନେଶ୍ବର, ୧୨।୧୧: ମମିତା ମେହେର ହତ୍ୟାକାଣ୍ଡର ନ୍ୟାୟ ଦାବିରେ ଆଜି କଂଗ୍ରେସ ତରଫରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ସରିବା ପରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ବିଧାୟକ…
Read More...

ଆଉ ୮ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର, ୧୨।୧୧: ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ…
Read More...

ରାଜ୍ୟରେ ୪ କୋଟି ଅତିକ୍ରମ କଲା କରୋନା ଟିକାକରଣ

ଭୁବନେଶ୍ବର, ୧୨।୧୧ : କରୋନା ଟିକାକରଣକୁ ନେଇ ଆଉ ଏକ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ଓଡ଼ିଶାରେ କରୋନା ଟିକାକକରଣ ୪ କୋଟି ଅତିକ୍ରମ କରିଛି। ଏ ନେଇ ଟୁଇଟ କରି ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି…
Read More...

ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ମନୋନୀତ

ଭୁବନେଶ୍ୱର,୧୧।୧୧: ଓଡ଼ିଆ ସିନେମା ନିର୍ଦ୍ଦେଶକ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର ‘ତିନ ଅଧ୍ୟାୟ’ ଏ ବର୍ଷ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆଠାରେ…
Read More...

ଓଡ଼ିଶା ବନ୍ଦ ପାଇଁ ଲୋକସେବା ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର, ୧୧।୧୧: ନଭେମ୍ବର ୧୨ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ପାଇଁ ଲୋକସେବା ଭବନରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି। କଡ଼ା ସୁରକ୍ଷା ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିର୍ଦ୍ଦେଶ ହୋଇଛି।…
Read More...

ସ୍କୁଲ ରୂପାନ୍ତରଣ ପର୍ବ ଆଜିଠାରୁ ଆରମ୍ଭ

ଭୁବନେଶ୍ବର, ୧୧।୧୧: ସ୍କୁଲ ରୂପାନ୍ତର ପର୍ବ ଆଜିଠାରୁ ଆରମ୍ଭ ହୋଇଯାଇଛି । ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି।…
Read More...