ଅଡ଼ୁଆରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ୨ ଘଣ୍ଟା ବିଜେପି କାର୍ଯ୍ୟାଳୟରେ ଆଲୋଚନା ପରେ ଘରକୁ ଗଲେ ଜଗନ୍ନାଥ

ଭୁବନେଶ୍ବର, ୨/୭: ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ…
Read More...

ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି

ଭୁବନେଶ୍ୱର, ଜୁଲାଇ ୨: ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ…
Read More...

ବିଏମସି କାର୍ଯ୍ୟାଳୟ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ: ୫ ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର, ୭/୧: ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଆଧାରରେ ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି। …
Read More...

ବାହୁଡ଼ାଯାତ୍ରା, ସୁନାବେଶ ସହ ନୀଳାଦ୍ରି ବିଜେ’ରେ ତ୍ରୁଟି ନହେବାକୁ ଗୁରୁତ୍ବ

ପୁରୀ, ୭/୧: ମହାପ୍ରଭୁଙ୍କ ଶୃଙ୍ଖଳିତ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପୁରୀରେ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିିଭିନ୍ନ ନିଯୋଗ ସହିତ ସମୀକ୍ଷା ବୈଠକ…
Read More...

ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ: କାର୍ଯ୍ୟବନ୍ଦ କରିବେ ଓଏଏସ୍!

ଭୁବନେଶ୍ବର, ୩୦/୬: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଓଏଏସ୍ ଆସୋସିଏସନ ପକ୍ଷରୁ ଘଟଣାକୁ ତୀବ୍ର…
Read More...

ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼: ବି‌ଜେଡି ନେତାଙ୍କ ରାସ୍ତାରୋକ୍

ଭୁବନେଶ୍ୱର, ୩୦/୬: ସରକାରୀ ଅଧିକାରୀଙ୍କ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରୁଥିବା ଏକ ବିବ୍ରତକର ଘଟଣା ରାଜଧାନୀ ଭୁବନେଶ୍ବରରେ ଘଟିଛି।  ସୋମବାର କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସମୟରେ ଭୁବନେଶ୍ୱର ମ୍ୟୁନିସିପାଲ…
Read More...

ଆସନ୍ତାକାଲି ଶ୍ରୀଜିଉଙ୍କ ଆଡ଼ପ ବିଜେ: ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ

ଭୁବନେଶ୍ବର, ୨୮/୬: ଶ୍ରୀଜିଉମାନେ ଆଜି ରଥାରୁଢ଼ ହୋଇ ଆଜି ଅପରାହ୍‌ଣରେ ଶରଧାବାଲିରେ ପହଞ୍ଚି ସାରିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ…
Read More...

ର’ର ନୂଆ ମୁଖ୍ୟ ପରାଗ ଜୈନ

ନୂଆଦିଲ୍ଲୀ, ୨୮/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର)ର ନୂତନ ମୁଖ୍ୟଙ୍କୁ ନିଯୁକ୍ତ କରିଛନ୍ତି। ସରକାର ଏହି ପଦବୀ ପାଇଁ ଆଇପିଏସ ଅଧିକାରୀ ପରାଗ ଜୈନଙ୍କୁ ବାଛିଛନ୍ତି।…
Read More...

ଜୁନ ୩୦ରେ ଜନସାଧାରଣଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୭/୬: ଜନସାଧାରଣଙ୍କ ସମସ୍ୟା ଶୁଣି ଏହାର ତ୍ୱରିତ ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଆସନ୍ତା ୩୦  ତାରିଖ(ସୋମବାର) ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ୟୁନିଟ୍-୨, ଅଶୋକ ନଗର,…
Read More...

ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା: ଆଇନ୍‌ ମନ୍ତ୍ରୀ

ପୁରୀ, ୨୭/୬: ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଅହେତୁକ ବିଳମ୍ବରେ ଗଡ଼ିଛି। ସଂଧ୍ୟା ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ବାହାରିଛି। ବିଦ୍ଧି ଅନୁସାରେ ଅଳ୍ପ ବାଟ ଗଡ଼ିଲା ପରେ ରଥଟଣା ବନ୍ଦ କରାଯାଇଛି। ଫଳରେ…
Read More...