ପଦ୍ମପୁରରେ ଶଙ୍ଖନାଦ

ଭୁବନେଶ୍ବର, ୮।୧୨: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି ପଦ୍ମପୁରରେ ଶଙ୍ଖ ବାଜିଛି। ବିଜେଡି ଏକତରଫା ଓ ରେକର୍ଡ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଛି। ଲଗାତାର ଦ୍ବିତୀୟ ଥର ପାଇଁ ବିଜେଡି ଉପରେ ଜନତା ଭରସା କରିଛନ୍ତି।…
Read More...

ଶେଷନିଦ୍ରାରେ ତବଲା ବାଦକ ପଣ୍ଡିତ ଉମେଶ କର

ଭୁବନେଶ୍ୱର, ୮।୧୦: ପ୍ରଖ୍ୟାତ ତାବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ…
Read More...

ପୁରୀରେ ନିର୍ମାଣ ହେବ କୁଲତା ସମାଜର ଧର୍ମଶାଳା

ଭୁବନେଶ୍ଵର, ୩୦/୧୧: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ।…
Read More...

ଗାଡ଼ି ଚାଳକ ଆଶ୍ୱସ୍ତ, ପୁଣି ବଢ଼ିଲା ନମ୍ୱର ପ୍ଲେଟ୍‌ ଅବଧି

ଭୁବନେଶ୍ବର, ୩୦।୧୧: ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି। ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ। ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ…
Read More...

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ବୟାନ ଦେଇ ଅଡ଼ୁଆରେ ଟିଏମ୍‌ସି ମନ୍ତ୍ରୀ

ବାରିପଦା,୧୨/୧୧: ଓଡ଼ିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ଓ ଅଭଦ୍ର ବୟାନ ଦେଇଥିବା ଟିଏମ୍‌ସି ନେତାଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌। ମୟୂରଭଞ୍ଜ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ…
Read More...

କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର,୧୨/୧୧: କଳିଙ୍ଗ ଷ୍ଟାଡିୟମରେ ୫-ଟି ଅଧୀନରେ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ପ୍ରକଳ୍ପରେ ଦେଶର ପ୍ରଥମ ଇଣ୍ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ, …
Read More...

ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୧୧/୧୧: ରାଜ୍ୟ ସରକାର ଆଜି ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ପୁଣିଥରେ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଶ୍ରୀ ମିଶ୍ର ଏବେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟ…
Read More...

ଖଗେଶ୍ବରଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆର୍ଥିକ କାରବାରର କରିବ ଖୋଲତାଡ଼

ଭୁବନେଶ୍ୱର,୧୧/୧୧: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାର ଅନ୍ୟତମ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦ ଦିନ ପାଇଁ ଖଗେଶ୍ୱରଙ୍କୁ ରିମାଣ୍ଡରେ ନେଇଛି ଇଡି। ଆର୍ଥିକ…
Read More...

ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ: ରାଷ୍ଟ୍ରପତି

ଭୁବନେଶ୍ବର, ୧୦।୧୧:ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ। ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ ଓ ଏହା ମୋର ଆନ୍ତରିକ ଇଚ୍ଛା, ଆଉ ଏ ମାଟିର ଝିଅ ଭାବେ ଓଡ଼ିଶା ବିଷୟରେ…
Read More...