ନବମ ଓ ଦଶମରେ ସାମିଲ୍ ହେବ ନୂଆ ପାଠ୍ୟକ୍ରମ

କଟକ, ୧୭।୧୦: ଏଣିକି ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିଜ୍‌, ବେସିକ ଆଇଟି ସ୍କିଲ୍ସକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବୋର୍ଡ…
Read More...

ଜଳସମ୍ପଦ ବିଭାଗର ଇ-ଜଳାଶୟ, ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର, ୧୭।୧୦: ଜଳସମ୍ପଦ ବିଭାଗର ୨ଟି ଓ୍ବେବ ତଥା ମୋବାଇଲ ଆପ୍ଲିକେସନ ଇ-ଜଳାଶୟ ଓ ଇ-କ୍ୟାଡ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।  ଏହାକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ…
Read More...

ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, ୧୬।୧୦: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଦିନ ୧୧ଟା ୩୦ରେ ତାଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ…
Read More...

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର, ୧୬।୧୦: ଓଡ଼ିଶାରୁ ଉଠିଲା ଠିକା ନିଯୁକ୍ତି ଯୁଗ। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ ବି, ସି, ଓ ଡି ନିଯୁକ୍ତି ଉଚ୍ଛେଦ ନେଇ…
Read More...

୭ ସ୍ଥାନରେ ବାଣ ବିକ୍ରିକୁ ଅନୁମତି

ଭୁବନେଶ୍ୱର, ୧୫।୧୦: ଦୁଇ ବର୍ଷ ପରେ ବେଶ୍‌ ଜାକଜକମରେ ପାଳନ ହେବ ଦୀପାବଳି। ଦୀପରେ ସଜ୍ଜିତ ରାଜଧାନୀ ବାଣର ଶବ୍ଦ‌େରେ କମ୍ପିକ। ଏଥର ରାଜଧାନୀର ୭ଟି ଜାଗାରେ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ…
Read More...

୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର, ୧୫।୧୦: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗରେ…
Read More...

ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ, ନିୟମିତ ହେବେ ୫୭ ହଜାର ଠିକା କର୍ମଚାରୀ

ଭୁବନେଶ୍ୱର, ୧୫।୧୦: ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ। ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ…
Read More...

‘ସାକାର’ ପୋର୍ଟାଲ୍‌ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୧୦: ସିଙ୍ଗଲ୍‌ ୱିଣ୍ଡୋ ଆପ୍ଲିକେସନ୍‌ ଆଟ୍ରୋସିଟି କମ୍ପେନସେସନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ (ସାକାର୍‌) ପୋର୍ଟାଲ୍‌କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୋର୍ଟାଲରେ ଆବେଦନ…
Read More...

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷ ଟଙ୍କାର ବେପାର

ଭୁବନେଶ୍ୱର, ୧୩।୧୦: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଅକ୍ଟୋବର ୧୨…
Read More...

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ

ଭୁବନେଶ୍ୱର, ୧୩।୧୨: ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ଗଠିତ ଏହି ପରିଷଦରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁ…
Read More...