ଜୋମାଟୋରୁ ଇସ୍ତଫା ଦେଲେ ସହ-ପ୍ରତିଷ୍ଠାତା ଗୁଞ୍ଜନ ପଟିଦାର

ନୂଆଦିଲ୍ଲୀ, ୨।୧: ଅନଲାଇନ୍‌ରେ ଖାଦ୍ୟ ବିତରଣ କରୁଥିବା ଜୋମାଟୋ କମ୍ପାନୀ ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ଗୁଞ୍ଜନ ପଟିଦାର ଆଜି ଇସ୍ତଫା ଦେଇଛନ୍ତି । ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି,…
Read More...

୨୦୨୩ ସୁଦ୍ଧା ୯ ଟିଚିଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୦୨/୦୧: ନୂଆ ବର୍ଷରେ ନୂଆ ଭେଟି । ୯ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ୨୦୨୩ ମସିହା ସୁଦ୍ଧା ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ…
Read More...

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର,୦୨/୦୧: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। ଥଣ୍ଡା ଜ୍ୱର ହେବାରୁ ସେ ଦୁର୍ବଳ ଅନୁଭବ କରିଥିଲେ। ଏହାପରେ ଷଡ଼ଙ୍ଗୀଙ୍କୁ ବାଲେଶ୍ୱର ଫକିରମୋହନ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଅବସ୍ଥା ଗୁରୁତର…
Read More...

ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ

ଭୁବନେଶ୍ଵର, ୦୧।୦୧ : ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ। ୨୦୨୩ ଜାନୁଆରୀ ମାସରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲା ରହିବ।…
Read More...

ଏବେଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା

ପୁରୀ, ୧।୧: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା ନିୟମ ଆଜିଠାରୁ ଲାଗୁ ହୋଇଛି। ଛତିଶାନିଯୋଗର ବୈଠକରେ ଗତମାସ ହୋଇଥିବା ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ,…
Read More...

ବିଶ୍ବର ଦୀର୍ଘତମ ଜାହାଜର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ୩୨୦୦ କିଲୋମିଟର କରିବ ଯାତ୍ରା

ନୂଆଦିଲ୍ଲୀ, ୧/୧: ବିଶ୍ବର ଦୀର୍ଘତମ ଜାହାଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାନୁଆରୀ ୧୩ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ କ୍ରୁଜ୍‌ର ଉଦ୍‌ଘାଟନ କରିବେ। ଏହି କ୍ରୁଜ୍ ଉତ୍ତରପ୍ରଦେଶର…
Read More...

ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ଅବଧି ବଢ଼ିଲା

ଭୁବନେଶ୍ୱର ୩୦/୧୨: ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଂଜୀକରଣର ସମୟ ସୀମାକୁ ଜାନୁଆରୀ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା…
Read More...

ପୁରୁଷ ହକି ବିଶ୍ଵକପ: ୯ଟି ହୋଟେଲରେ ରହିବେ ଖେଳାଳି: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ବର, ୩୦/୧୨ : ଆସନ୍ତା ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ “ଏଫ୍ଆଇଏଚ ହକି ପୁରୁଷ ବିଶ୍ଵକପ-୨୦୨୩” । ଏହାକୁ ଆଖିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ…
Read More...

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ, ବଦଳିଲେ ୧୧ ଜିଲ୍ଲାର ଏସ୍ ପି

ଭୁବନେଶ୍ୱର ୩୦/୧୨: ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି…
Read More...

ରେଳବାଇ ଚାକିରିରୁ ଇସ୍ତଫା ଦେଲେ ମନୋଜ ମିଶ୍ର, ଓଡ଼ିଶା ସରକାରରେ ରହିବେ ସଚିବ

ଭୁବନେଶ୍ବର, ୨୯।୧୨: ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ସରକାରୀ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଥିବା ନେଇ ଗତକାଲି…
Read More...