କେ.ମୁରୁଗେସନ ହେଲେ ରାଜ୍ୟ ପରିବେଶ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୦।୯: ରାଜ୍ୟ ସରକାର ଆଜି ଆଇଏଫ୍‌ଏସ୍ ଅଧିକାରୀସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୯୪ ବ୍ୟାଚ୍ ଆଇଏଫଏସ୍ କେ.ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଏବେ ରାଜ୍ୟ…
Read More...

ଖୋର୍ଧା ଶିଳ୍ପାଞ୍ଚଳ ବୁଲିଲେ ୫ଟି ସଚିବ : ସବୁ ଇଡ୍‌କୋ ଶିଳ୍ପାଞ୍ଚଳରେ ଶ୍ରମିକଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ

ଖୋର୍ଧା,୨୦।୯:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ…
Read More...

ଅନ୍‌ଲାଇନ୍ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ର ଦାୟିତ୍ୱ ରହିଛି : ବିଷ୍ଣୁପଦ ସେଠୀ

ଭୁବନେଶ୍ୱର, ୧୯/୯: ସମାଜ ସେବା ସହିତ ଗ୍ରାମାଞ୍ଚଳରେ ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ନିଜକୁ ସାମିଲ କରିବା ଉଚିତ୍।…
Read More...

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ଵର, ୧୯/୯ : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି। ପିଛିଲା ଭାବେ ଜାନୁଆରୀ ୨୦୨୨ରୁ ମହଙ୍ଗା ଭତ୍ତା ଲାଗୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ…
Read More...

ମାଲକାନଗିରିରେ ବିମାନ ବନ୍ଦର ନିର୍ମାଣ ପାଇଁ ୩୩ କୋଟି ଟଙ୍କାର ଟେଣ୍ଡର

ମାଲକାନଗିରି,୧୯।୯: ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ନିର୍ମାଣ ନିମନ୍ତେ ଇତିମଧ୍ୟରେ ୩୩ କୋଟି ଟଙ୍କାର ଟେଣ୍ଡର ଡ଼କାଯାଇ ପ୍ରକ୍ରିୟା ଶେଷ ହୋଇଛି। ୨୦୨୪ ମସିହା ସୁଦ୍ଧା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରିବା…
Read More...

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ ପଦଯାତ୍ରା’

ଭୁବନେଶ୍ବର, ୧୮।୯: କଂଗ୍ରେସ ପକ୍ଷରୁ ତାମିଲନାଡୁର କନ୍ୟାକୁମାରୀରୁ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଏହା ଆରମ୍ଭ ହେବ। ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ…
Read More...

ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ’

ପୁରୀ, ୧୭/୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ…
Read More...

‘ଭିସୁଟ୍‌’ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନ୍‌ ଅନୁମୋଦିତ, ୫ଟିରେ ହେବ ରୂପାନ୍ତରୀକରଣ

ଭୁବନେଶ୍ବର, ୧୭।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (ଭିସୁଟ)ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ୨୦୨୬…
Read More...

ଆସନ୍ତାକାଲି ଭାରତ ଆସୁଛନ୍ତି ୮ ଚିତା

ନୂଆଦିଲ୍ଲୀ, ୧୫।୯: ପୁଣି ଭାରତର ଜଙ୍ଗଲରେ ଦୌଡ଼ିବ ଚିତା ବାଘ। ପ୍ରାୟ ସାତ ଦଶନ୍ଧି ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିବ। ଏଥିପାଇଁ ଆଫ୍ରିକାର ନାମିବିୟାରୁ ଆସୁଛି ୮ ଚିତା ବାଘ। କେନ୍ଦ୍ର ସରକାରଙ୍କ ବହୁ…
Read More...

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ ନାହିଁ : ସୁପ୍ରିମକୋର୍ଟଙ୍କୁ ଜଣାଇଲେ…

ନୂଆଦିଲ୍ଲୀ, ୧୫।୯: ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।…
Read More...