ସୁଶାନ୍ତ ମହାନ୍ତି ହେଲେ ଓଡ଼ିଶା ସୂଚନା କମିସନର

0

ଭୁବନେଶ୍ୱର,୦୯/୦୨: ନୂଆ ସୂଚନା କମିସନର ପଦ ପାଇଁ ସୁଶାନ୍ତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ସଫଳତା ସାଉଁଟିଥିବା ଶ୍ରୀ ମହାନ୍ତି ଓଡ଼ିଶା କ୍ରୀଡ଼ା ଆସୋସିଏସନର ମ‌ଧ୍ୟ ସଦସ୍ୟ ଅଟନ୍ତି। ଓଡ଼ିଶାର ପ୍ରତିଷ୍ଠିତ ଖବରକାଗଜ ‘ଦୈନିକ ସମାଜ’ର ସେ କାର୍ଯ୍ୟକାରୀ ସମ୍ପାଦକ ଭାବରେ ପୂର୍ବରୁ କାର୍ଯ୍ୟଭାର ତୁଲାଇଥିଲେ।

Leave A Reply

Your email address will not be published.