ଆସନ୍ତାକାଲି ମହଳୟା ପାଇଁ ବିଦ୍ୟାଳୟ ଛୁଟି, ୨୦ରୁ ୨୯ ଯାଏଁ ଦଶହରା ଅବକାଶ

0

ଭୁବନେଶ୍ବର, ୧୩/୧୦: ଆସନ୍ତାକାଲି (ଅକ୍ଟୋବର ୧୪) ପବିତ୍ର ମହାଳୟା ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଛୁଟି ଘୋଷଣା କରିଛି। ଏଥି ସହିତ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ମୋଟ ୧୦ ଦିନ ହେବ। ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରାଯାଇଛି।

 

Leave A Reply

Your email address will not be published.