Browsing Category

ସଂସ୍କୃତି / ପର୍ଯ୍ୟଟନ

ପାନପୋଷସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ଏଫ୍ଏସ୍ଏସ୍ଏଆଇ ସ୍ବୀକୃତି

ରାଉରକେଲା, ୧୭।୧୧: ପାନପୋଷ ରୋଡ୍‌ ସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଛି ନୂଆ ସ୍ବୀକୃତି। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣର ଶୁଭାରମ୍ଭ ଆସନ୍ତା ୨୪ରେ

ପୁରୀ, ୧୫।୧୧: ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୁଭାରମ୍ଭ ହେବ। ଏହି ପ୍ରକଳ୍ପର ସଫଳତା ପାଇଁ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଯଜ୍ଞାନୁଷ୍ଠାନ ହେଉଛି। ଶ୍ରୀମନ୍ଦିର ଦୋଳବେଦୀ…
Read More...

ପଞ୍ଚୁକ ପ୍ରଥମ ଦିନରେ ପୁରୀ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ବର, ୧୪।୧୧: ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଆଜି ଶ୍ରୀମନ୍ଦିର ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିବ। ସୋମବାର ପଞ୍ଚୁକ…
Read More...

ଏଥର ବି ଐତିହାସିକ କଟକ ବାଲିଯାତ୍ରା ବନ୍ଦ

କଟକ, ୯।୧୧: ଏଥର ବି ହେବନି ଐତିହାସିକ କଟକ ବାଲିଯାତ୍ରା। କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୋଭିଡକୁ ଆଖି ଆଗରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ…
Read More...

ବାଣ ଫୁଟାକୁ ନେଇ ଗାଇଡ୍‌ଲାଇନ୍‌ ଜାରି କଲେ ଏସ୍‌ଆର୍‌ସି, କେବଳ ସବୁଜ ବାଣକୁ ଅନୁମତି

ଭୁବନେଶ୍ବର, ୧।୧୧: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି)। ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ସବୁଜ…
Read More...

ପୂଜା ବଜାରରେ ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ‘ମନ ମୋ ନେଇ ଗଲୁରେ’

ଭୁବନେଶ୍ୱର, ୧୬/୧୦: ଦଶହରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’। ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ…
Read More...

ରାଷ୍ଟ୍ରଭାଷା ପାଇଁ ସମର୍ପିତ ଡ. ସୁବାସ ପାଣି

ଭୁବନେଶ୍ବର, ୫।୯: ରାଷ୍ଟ୍ରଭାଷା ପାଇଁ ସେ ସମର୍ପିତ କରିଛନ୍ତି ତାଙ୍କ ସମ୍ପୂର୍ଣ୍ଣ ଜୀବନ। ଜଣେ ଓଡ଼ିଆ ହୋଇ ମାତୃଭାଷା ଓଡ଼ିଆକୁ ଯେତିକି ଭଲ ପାଇଛନ୍ତି; ଜଣେ ଭାରତୀୟ ଭାବେ ରାଷ୍ଟ୍ରଭାଷା ହିନ୍ଦୀ ପାଇଁ ବି ସେତିକି…
Read More...

ଏଥର ବି ବିନା ଭକ୍ତରେ ସରିବ ପାର୍ବଣ ଋତୁ

ଭୁବନେଶ୍ବର, ୯।୮: ଗତବର୍ଷ ଭଳି ଏ ବର୍ଷ ବି ବିନା ଭକ୍ତରେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଅନୁଷ୍ଠିତ ହେବ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଛଡ଼ା…
Read More...

ଆସନ୍ତା ୨୩ରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ବର ୭।୮: ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଭୁବନେଶ୍ବରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଆଜି ସୂଚନା ମିଳିଛି। ଏ ନେଇ ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ…
Read More...

୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର, ୧/୮: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୫ ତାରିଖରୁ ଖୋଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ଦୀର୍ଘ ଦିନ ହେଲା ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର…
Read More...