Browsing Category

ସଂସ୍କୃତି / ପର୍ଯ୍ୟଟନ

ପରଲୋକରେ ବାପି ଲାହିରି

ଭୁବନେଶ୍ବର, ୧୬।୨: ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ମୁମ୍ବାଇର ଜୁହୁର କ୍ରିଟିକେୟାର ହସ୍ପିଟାଲରେ ବାପି ଦା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…
Read More...

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବ୍ଲୁ ବ୍ଲକ ସୁରକ୍ଷା ବ୍ୟବସ୍ଥା

ପୁରୀ, ୧୫।୨: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ…
Read More...

୧୯ରେ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶାଗସ୍ତ

ଭୁବନେଶ୍ବର, ୧୨।୨:  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନୂଆଦିଲ୍ଲୀରୁ ସିଧାସଳଖ ୧୯ ତାରିଖ ଅପରାହ୍ନ ୩ଟା ୨୫…
Read More...

କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରୀ

ଭୁବନେଶ୍ବର, ୧୧।୨: କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ। ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି…
Read More...

ଜାନୁଆରି ୨୪ ନୁହେଁ ୨୩ରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ ପ୍ରସ୍ତୁତି ପର୍ବ

ନୂଆଦିଲ୍ଲୀ, ୧୫।୧: ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିବର୍ଷ ଜାନୁଆରୀ ୨୪ରୁ ଦେଶରେ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଥାଏ। ହେଲେ ଏଣିକି ୨୩ ତାରିଖରୁ…
Read More...

ୟୁନେସ୍କୋ ଐତିହ୍ୟରେ ସ୍ଥାନ ପାଇଲା କୋଲ୍‌କାତା ଦୁର୍ଗା ପୂଜା

କୋଲକାତା, ୧୫।୧୨: କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ୱୀକୃତି। ଏହି ମହୋତ୍ସବକୁ ୟୁନେସ୍କୋ ଐତିହ୍ୟରେ ସାମିଲ କରାଯାଇଛି। ବିଷେଶ କରି ଏହାକୁ ‘ଇନଟାଞ୍ଜିବୁଲ୍ ହେରିଟେଜ୍‌’ରେ ସ୍ଥାନ ମିଳିଛି।…
Read More...

ସ୍ଥଗିତ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ

ଭୁବନେଶ୍ବର, ୧୩।୧୨: ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମରୋହ ସ୍ଥଗିତ। ଏହି ପୁରସ୍କାର ପ୍ରଦାନ ଉପରେ ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ। ସମସ୍ତ ବିଭାଗର ପୁରସ୍କାର ନିମନ୍ତେ ପୁନଃ ମୂଲ୍ୟାୟନ କରି ଚୟନ…
Read More...

କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କାଲି

ବାରଣାସୀ, ୧୨।୧୨: ବହୁ ପ୍ରତୀକ୍ଷିତ ବାରଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ କରିଡର୍ ଶୁଭାରମ୍ଭ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର…
Read More...

ଭକ୍ତନିବାସ ବୁକିଂ ପାଇଁ ୱେବ୍‌ସାଇଟ୍‌ ଲୋକାର୍ପିତ

ପୁରୀ, ୯/୧୨: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସଗୁଡ଼ିକର ବୁକିଂ ପାଇଁ ଏକ ନୂଆ ୱେବ୍‌ ଆପ୍ଲିକେସନ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ଆଉନାହାନ୍ତି ନନ୍ଦ ସାର୍‌

ଭୁବନେଶ୍ବର, ୭।୧୨: ନନ୍ଦ ସାର୍ ଭାବେ ଜଣାଶୁଣା ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କର ଆଜି ପରଲୋକ ହୋଇଯାଇଛି। କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ନନ୍ଦ ସାର୍‌ ଭୁବନେଶ୍ୱରସ୍ଥିତ ଏକ ଘରୋଇ…
Read More...