Browsing Category

ଦେଶ ବିଦେଶ

ଫେବୃଆରୀ ୧୫ରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ, ୨୯।୧୨: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ ପକ୍ଷରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ସୂଚୀ ଜାରି କରାଯାଇଛି। ସିବିଏସ୍‌ଇ ୧୦ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କେବେ ହେବ ବୋର୍ଡ ପକ୍ଷରୁ ସେନେଇ ତାରିଖ…
Read More...

ବିମୁଦ୍ରାକରଣ ଉପରେ ଜାନୁଆରୀ ୨ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୧୨: ବିମୁଦ୍ରାକରଣକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ରାୟ ଆସନ୍ତା ଜାନୁଆରୀ ୨ରେ ଶୁଣାଇବେ ସୁପ୍ରିମକୋର୍ଟ। ୨୦୧୬ ମସିହାରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ରାତାରାତି ଅବୈଧ ଘୋଷଣା…
Read More...

ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୨।୧୨: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ…
Read More...

ଭାରତରୁ ଚୀନ୍ ୩୭ ହଜାର ବର୍ଗକିମି ନେଲା ବେଳେ ଶୋଇଥିଲେ ରାହୁଲଙ୍କ ଜେଜେ

ନୂଆଦିଲ୍ଲୀ, ୧୭।୧୨: ‘ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ହେଲେ କେନ୍ଦ୍ର ସରକାର ଶୋଇଛନ୍ତି’ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଭଳି ବିବୃତ୍ତି ଉପରେ ଜବାବ ରଖିଛନ୍ତି ବିଜେପି ନେତା ରାଜ୍ୟ ବର୍ଦ୍ଧନ ସିଂ ରାଠୋଡ୍ ।…
Read More...

୧୦ରେ ଆସୁଛନ୍ତି ରାଷ୍ଟ୍ରପତି, ବ୍ଲୁ ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର, ୮।୧୧: ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା କଡ଼ାକଡ଼ି କରିଛି କମିସନରେଟ୍ ପୋଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
Read More...

ଫିକିର ପରବର୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର, ୨।୧୧:  ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି। ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ…
Read More...

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର, ୨।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ। ରାଜଭବନ ସୂତ୍ରରୁ…
Read More...

ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି

ନୂଆଦିଲ୍ଲୀ, ୧।୧୧: ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ…
Read More...

ଭାଇଜାନ୍ ସଲ୍‌ମାନ୍‌ଙ୍କୁ ହତ୍ୟା ଧମକ, ମିଳିଲା ୱାଇ+ ସୁରକ୍ଷା

ମୁମ୍ବାଇ, ୧।୧୧: ବଲିଉଡ୍‌ର ଭାଇଜାନ ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ। କିଛି ଦିନ ତଳେ ସଲମାନ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା…
Read More...