Browsing Category

ଦେଶ ବିଦେଶ

କ୍ୟାଟ୍‌ଙ୍କ ହାତ ଧରିଲେ ବିକ୍କି

ଜୟପୁର, ୯/୧୨: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଜି ରାଜସ୍ଥାନର ସୱାଇ ମାଧୋପୁରଠାରେ ଥିବା ସିକ୍ସ ସେନ୍‌ସେସ୍‌ ଫୋର୍ଟ ବାରୱାରରେ ଉଭୟଙ୍କ ବାହାଘର ଶେଷ ହୋଇଛି।…
Read More...

ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତ ମୃତ

ନୂଆଦିଲ୍ଲୀ, ୮।୧୨: ତାମିଲନାଡ଼ୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜେନେରାଲ…
Read More...

୫୦% କମିବ କୋଭିସିଲ୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ, ୭।୧୨: ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦% କମିବ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସିଇଓ। ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକାକୁ ନେଇ କୌଣସି ଅର୍ଡର ନଥିବା କହିଛନ୍ତି…
Read More...

ପରଲୋକରେ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନ

ଭୁବନେଶ୍ବର, ୪।୧୨: ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ୍‌ ପଦ୍ମଭୂଷଣ ପ୍ରଫେସର ଡ. ତ୍ରିଲୋଚନ ପ୍ରଧାନଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ…
Read More...

ସମ୍ବିତ ପାତ୍ର ହେଲେ ଆଇଟିଡିସି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧।୧୨: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ କେନ୍ଦ୍ର ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ପାତ୍ରଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ପରିସରଭୁକ୍ତ ଭାରତୀୟ ପର୍ଯ୍ୟଟନ ବିକାଶ…
Read More...

ଓମିକ୍ରନ୍ ପ୍ରଜାତିକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୮।୧୧: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ପାଇଁ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂତନ…
Read More...

ଭାରତକୁ ଆସିଥିବା ୨ ଦକ୍ଷିଣ ଆଫ୍ରିକୀୟ କରୋନା ପଜିଟିଭ୍‌: ଓମିକ୍ରନ ପ୍ରଜାତି କି ନୁହେଁ ପରୀକ୍ଷା ପରେ ଜଣାପଡ଼ିବ

ବେଙ୍ଗାଲୁରୁ, ୨୭।୧୧: ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କାରଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଶରୀରରେ ଚିହ୍ନଟ…
Read More...

ଅସୁସ୍ଥ ହୋଇ ହସ୍‌ପିଟାଲରେ ଭର୍ତି ହେଲେ ଆନ୍ନା ହଜାରେ

ନୂଆଦିଲ୍ଲୀ ୨୫/୧୧: ସମାଜସେବୀ ଆନ୍ନା ହଜାରେଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ପୁଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସୂଚନା ଅନୁସାରେ ତାଙ୍କୁ ଏଞ୍ଜିୟୋଗ୍ରାଫି…
Read More...

ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହାର ଉପରେ ବୁଧବାର ବାଜିବ ମୋହର

ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିବାକୁ ଆସନ୍ତା ୨୪ ତାରିଖ ଅର୍ଥାତ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ଏହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Read More...

ବଢ଼ିଲା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୧୪।୧୧: ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଣିକି ୨ ବର୍ଷ ବଦଳରେ ଏହି କେନ୍ଦ୍ରୀୟ ଏଜେନ୍ସିର ମୁଖ୍ୟମାନେ ୫ ବର୍ଷ ଯାଏ କାର୍ଯ୍ୟ…
Read More...