Browsing Category

ଦେଶ ବିଦେଶ

ଆଜି ଓଡ଼ିଶାରୁ ବାହୁଡ଼ି ଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର ୨୩/୧୧: ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉପକୂଳର ୧୧ଟି ଜିଲ୍ଲାରୁ ଆଜି ମୌସୁମୀ ଅପସାରିତ ହୋଇଥିବା ବେଳେ ଆଜି ସାରା ଓଡ଼ିଶାରୁ ମୌସୁମୀ ଫେରିଯାଇଛି। ୧୦ ଦିନ ପୂର୍ବରୁ…
Read More...

ବାବା ରାମ ରହିମଙ୍କୁ ଆଜୀବନ ଜେଲ ଦଣ୍ଡ

ହରିଆଣା, ୧୮।୧୦: ଡେରା ବାବା ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି।  ରଣଜିତ୍‌ ସିଂହ ହତ୍ୟା ମାମଲାରେ ରାମରହିମଙ୍କୁ ଏହି ଦଣ୍ଡାଦେଶ ହୋଇଛି। ଏହାସହ ତାଙ୍କର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଆଜୀବନ…
Read More...

ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରରେ ଓଡ଼ିଶାରୁ ପଞ୍ଜୀକରଣ କରିଛନ୍ତି ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ

ଭୁବନେଶ୍ୱର, ୧୭।୧୦: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ…
Read More...

କୋହଳ ହେଲା ବିମାନ ଚଳାଚଳ କଟକଣା, ୧୮ରୁ ହଟିବ କଟକଣା

ନୂଆଦିଲ୍ଲୀ, ୧୨।୧୦: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କରୋନା ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି…
Read More...

ଛୋଟ ପିଲାଙ୍କୁ ଦିଆଯାଇପାରିବ କୋଭାକ୍ସିନ୍‌ର ଦୁଇ ଡୋଜ୍‌: ମିଳିଲା ଅନୁମତି

ନୂଆଦିଲ୍ଲୀ, ୧୨।୧୦: ଜାୟଡସ୍‌ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି। ଆଜି ୨ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ…
Read More...

୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ, ୧୧।୧୦ : ଅର୍ଥନୀତି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଆଜି ଘୋଷଣା ହୋଇଛି ନୋବେଲ ପୁରସ୍କାର। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ଡେଭିଡ୍‌ କାର୍ଡ, ଜୋସୁଆ ଡି ଆଙ୍ଗ୍ରିଷ୍ଟ, ଗାଇଡୋ…
Read More...

୧୧ ତାରିଖ ଯାଏ ଆର୍ଯ୍ୟନ ଖାନଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ସିବିର ଆବେଦନ

ମୁମ୍ବାଇ, ୭।୧୦: ନିଷିଦ୍ଧ ନିଶା କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଆଜି ପୁଣି ଥରେ ମୁମ୍ବାଇ କୋର୍ଟରେ ହାଜର କରାଯାଇଛି। ଆଜି ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟ…
Read More...

ଲଖିମପୁର ଖେରୀ ହିଂସା ଘଟଣା

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ପୁଅଙ୍କ ନାମରେ ପୁଲିସ ଜାରି କଲା ଲୁକ୍‌ଆଉଟ୍‌ ନୋଟିସ। ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ। …
Read More...

୬ ଘଣ୍ଟା ସର୍ଭର ଡାଉନ୍‌ ପରେ ସ୍ବାଭାବିକ ହେଲା ଫେସ୍‌ବୁକ୍‌, ୱାଟ୍ସ୍‌ ଆପ୍‌ ଓ ଇନ୍‌ଷ୍ଟା

ନୂଆଦିଲ୍ଲୀ, ୫।୧୦: ଗତକାଲି ରାତିରେ ଦୀର୍ଘ ୬ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ୧୫ ମିନିଟ୍‌ ବେଳେ ହଠାତ୍‌…
Read More...

ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ‌ଉଡ଼ାଣ

ନୂଆଦିଲ୍ଲୀ, ୨୮।୯: ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଦୀର୍ଘ ଦେଢ଼ ବର୍ଷ ହେଲା ଲାଗିଥିବା କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ…
Read More...