Browsing Category

ଦେଶ ବିଦେଶ

ଭାରତ ବାୟୋଟେକ୍‌ର ନାଜାଲ ସ୍ପ୍ରେ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ, ୧୩।୮: ଭାରତର ପ୍ରଥମ ନାଜାଲ ସ୍ପ୍ରେ କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ‘ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)’ ଅନୁମତି ଦେଇଛନ୍ତି । ଏହି ‘ଆଡୋନା ଭାଇରାଲ…
Read More...

ହିମାଚଳ ପ୍ରଦେଶରେ ବଡ଼ଧରଣର ଭୂସ୍ଖଳନ, ୪୦ରୁ ଊର୍ଧ୍ବ ମୃତ ଆଶଙ୍କା

କିନ୍ନୌର, ୧୧।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର ନିଗୁଲସରିରେ ଜାତୀୟ ରାଜପଥ ୫ରେ ଆଜି ଏକ ବଡ଼ଧରଣ ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖଣ୍ଡ ସବୁ ଖସିବାରେ ଲାଗିଛି। ଏହି ମାଟି…
Read More...

ହାଇକୋର୍ଟଙ୍କ ବିନା ଅନୁମତିରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ:…

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ବିନା ଅନୁମତିରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିପାରିବେ ନାହିଁ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।…
Read More...

ଆସନ୍ତାକାଲି ୯.୫ କୋଟି ଚାଷୀଙ୍କ ଖାତାକୁ ଆସିବ ପି.ଏମ୍ କିଷାନ ଯୋଜନାର ଆଉ ଗୋଟିଏ କିସ୍ତି

ନୂଆଦିଲ୍ଲୀ, ୮।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତାକାଲି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀମାନେ ପାଇବାକୁ…
Read More...

କୋଭିସିଲ୍ଡ ଓ କୋଭାକ୍ସିନ୍‌ର ମିଶ୍ରିତ ଡୋଜ୍‌ ପ୍ରଭାବଶାଳୀ: ଆଇସିଏମ୍‌ଆର୍‌ର ପ୍ରାଥମିକ ଗବେଷଣା

ଭୁବନେଶ୍ବର, ୮।୮: ଶରୀରରେ କରୋନା ଟିକା କୋଭାକ୍ସିନ୍‌ ଓ କୋଭିସିଲ୍ଡର ମିଳିତ ଡୋଜ୍‌ ଅଧିକ ପ୍ରଭାବଶାଳୀ। ଦୁଇଟି ଭିନ୍ନ ଭିନ୍ନ କରୋନା ଟିକାର ମିଶ୍ରିତ ଡୋଜ୍ କିପରି ଶରୀରରେ କାର୍ଯ୍ୟ କରୁଛି, ଏ ନେଇ ଭାରତୀୟ…
Read More...

ଅଲିମ୍ପିକ୍ସରେ ନୀରଜ ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୭।୮: ଗୋଟିଏ ଦିନରେ ଭାରତକୁ ମିଳିଛି ଦୁଇ ଦୁଇଟି ମେଡାଲ। ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି ନୀରଜ ଚୋପ୍ରା। ଜାଭେଲିନରେ ଜିତିଲେ ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଜାଭେଲିନରେ…
Read More...

ଶିଖ୍ ବିରୋଧୀ ଦଙ୍ଗା ପୀଡ଼ିତଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ରାଶି

ନୂଆଦିଲ୍ଲ, ୫।୮: ୧୯୮୪ ମସିହାରେ ହୋଇଥିବା ଲୋମଟାଙ୍କୁରା ଶିଖ୍‌ ବିରୋଧୀ ଦଙ୍ଗା ପୀଡ଼ିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଲୋକସଭାରେ ଜାରି ରହିଥିବା ହୋହାଲ୍ଲା ଭିତରେ ଗୁରୁବାର ଦିନ…
Read More...

ସମସ୍ତ ବିଦ୍ୟାଳୟରେ ଏନ୍‌ସିସି ତାଲିମ ବାଧ୍ୟତାମୂଳକ କରାଯିବ

ନୂଆଦିଲ୍ଲୀ, ୪।୮: ସେନା ତଥା ଅନ୍ୟାନ୍ୟ ସୁରକ୍ଷା ବାହିନୀ ପ୍ରତି ଯୁବକ ଯୁବତୀଙ୍କ ଆଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ବାଧ୍ୟତାମୂଳକ…
Read More...

ଅଗଷ୍ଟ ୧୫ରେ ଲାଲ୍‌କିଲ୍ଲାରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଭାରତୀୟ ଅଲିମ୍ପିକ୍ ଟିମ୍

ନୂଆଦିଲ୍ଲୀ, ୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଶକ୍ତି ପ୍ରଦର୍ଶନ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନାନୁସାରେ,…
Read More...

ଦେଶର ୨୪ଟି ବିଶ୍ବବିଦ୍ୟାଳୟ ହେଉଛି ବେଆଇନ: ୟୁଜିସି

ନୂଆଦିଲ୍ଲୀ, ୩।୮: ଦେଶର ୨୪ଟି ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)। ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା କହିଛନ୍ତି କେନ୍ଦ୍ର…
Read More...