Browsing Category

ଦେଶ ବିଦେଶ

ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର ୩୦ ।୫: ଦେଶରେ ଧୀରେଧୀରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ବାୟୁ। ଧୀରେଧୀରେ ଏହାର ପ୍ରବ‌ାହ ଓ ଶକ୍ତି ବଢ଼ିବ। ଫଳରେ କେରଳରେ ଜୁନ୍‌ ୧ ତାରିଖ ଆଡ଼କୁ ବର୍ଷା ଆରମ୍ଭ ହୋଇଯିବ। ଫଳରେ ଜୁନ୍‌ ୩ ତାରିଖ ଆଡ଼କୁ…
Read More...

କରୋନାରେ ବାପା-ମା’ ହରାଇଥିବା ଅନାଥ ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୨୯।୫: କରୋନାର ଦ୍ୱିତୀୟ ଲହରୀ କାରଣରୁ ଦେଶରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛି। ବାପା-ମା ନିଜର ଜବାନ ପୁଅକୁ ହରାଉଛନ୍ତି ତ ଆଉ କୋଉଠି ପିଲାମାନେ ବାପା-ମା’ଙ୍କୁ ହରାଇ ଅନାଥ ହୋଇ ଯାଉଛନ୍ତି l…
Read More...

ବାତ୍ୟା ‘ୟାସ୍’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜରୁରି ବୈଠକ

ନୂଆଦିଲ୍ଲୀ, ୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟାସ୍‌’ରୁ ସୃଷ୍ଟି ହେବାକୁ ଥିବା ସ୍ଥିତିରୁ ରକ୍ଷା ପାଇବା ପାଇଁ ସମ୍ୱନ୍ଧିତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ ବା ଏଜେନ୍ସିଗୁଡ଼ିକର ପ୍ରସ୍ତୁତିର…
Read More...

୨୬ରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ୟାସ୍’

ଭୁବନେଶ୍ୱର,୨୧।୫: ୨୬ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟାସ୍‌। କେତେ ଶକ୍ତିଶାଳୀ ରହିବ କି ରୂପ ନେବ, କିଭଳି ପ୍ରକୋପ ଦେଖାଇବ, ଜଣାନାହିଁ । ହେଲେ ବିଭିନ୍ନ ମଡେଲର ପ୍ରାକ୍‌ ଆକଳନ କରାଯାଇଛି। ଏସଆରସି କହିଛନ୍ତି, ଆସନ୍ତା…
Read More...

ବିଳମ୍ବ ହେବ ସିବିଏସଇ ଦଶମ ପରୀକ୍ଷା ଫଳ

ଭୁବନେଶ୍ବର, ୧୯।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବ। ପୂର୍ବରୁ ଜୁନ୍‌ ତୃତୀୟ ସପ୍ତାହରେ ଦଶମ ଫଳ ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପରୀକ୍ଷା…
Read More...

ବାତ୍ୟା ଯୋଗୁଁ ବନ୍ଦ ହେଲା ମୁମ୍ବାଇ ଓ ସୁରତ ଏୟାରପୋର୍ଟ

ନୂଆଦିଲ୍ଲୀ,୧୭।୫: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ବାତ୍ୟା ‘ତାଉତେ’ଯୋଗୁଁ ସୋମବାର ମୁମ୍ବାଇରେ ଘଣ୍ଟା ପ୍ରତି ୧୧୪ କିଲୋମିଟର ବେଗରେ ପବନ ବହିଛି। ଦିନସାରା ପ୍ରବଳ ବର୍ଷା ଓ ପବନ l ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି…
Read More...

କରୋନା ସମୟରେ ବିକ୍ଷୋଭ କରି ୩ ବିଧାୟକ ଗିରଫ

କୋଲକାତା, ୧୬।୫: ଲକଡାଉନ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରବିବାର ଦିନ ପଶ୍ଚିମବଙ୍ଗର ସିଲିଗୁରିରେ ତିନିଜଣ ବିଧାୟକଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ଏହି ତିନିଜଣଙ୍କୁ ମୁକ୍ତ କରି ଦିଆଯାଇଛି। ଏହି ତିନିଜଣ ବିଧାୟକ…
Read More...

ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଉଡ଼ିଲା ଦୁଇ ବଡ଼ ଗଣମାଧ୍ୟମ ଅଫିସ୍‌

ଜେରୁସେଲମ: ଗାଜାପଟିରୁ ଇସ୍ରାଏଲ ଉପରେ ରକେଟ ମାଡ଼ ହେବା ପରେ ଗୋଟିଏ ପରେ ଗୋଟିଏ ଭୟଙ୍କର ପ୍ରତିଆକ୍ରମଣ କରୁଛି ଇସ୍ରାଏଲ। ଆଜି ଗାଜାରେ ଥିବା ଏକ ଉଚ୍ଚ ଅଟ୍ଟାଳିକ ରକେଟ୍‌ ମାରି ଉଡ଼ାଇ ଦେଇଛି ଇସ୍ରାଏଲ। ଏହି…
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ

ଭୁବନେଶ୍ବର,୧୫/୫: କରୋନାର ଦ୍ବିତୀୟ ଲହରରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପକୁ ଶକ୍ତ ଧକ୍କା ହୋଇଛି। ପ୍ରଥମ ଲହର ପରେ ସ୍ବାଭାବିକ ଅବସ୍ଥାକୁ ଆସିବା ପୂର୍ବରୁ ପୁଣି ଏହି କ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଦେଶର…
Read More...

ଗଙ୍ଗା ନଦୀରେ ଶବ ଭାସିବା ଘଟଣା: ବିହାର, ୟୁପି ସହ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲା ଜାତୀୟ ମାନବାଧିକାର କମିଶନ

ନୂଆଦିଲ୍ଲୀ, ୧୩।୫: ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବା ଘଟଣାରେ କେନ୍ଦ୍ର ସହିତ ଦୁଇ ରାଜ୍ୟକୁ ନୋଟିସ୍ କରିଛି ଜାତୀୟ ମାନବାଧିକାର କମିସନ। ଏହି ଘଟଣାରେ ଉତ୍ତରପ୍ରଦେଶ ଓ ବିହାରର ମୁଖ୍ୟ ଶାସନ ସଚିବଙ୍କ ସହିତ କେନ୍ଦ୍ର…
Read More...