Browsing Category

ମୁଖ୍ୟ ଖବର

ଜିତୁ ମୁଣ୍ଡା କାନ୍ଧରେ ଭଉଣୀର କଙ୍କାଳ ପ୍ରସଙ୍ଗ: ମିଳିଲା ମୃତ୍ୟୁ ଓ ଉତ୍ତରାଧିକାରୀ ପ୍ରମାଣପତ୍ର

ଭୁବନେଶ୍ବର, ୨୮/୪: ୩ ମାସ ପୂର୍ବେ ନିଜ ମୃତ ଭଉଣୀର ବ୍ୟାଙ୍କ୍‌ ଜମାଖାତାରୁ ଟଙ୍କା ଉଠାଇବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମାଣ ମାଗିବାକୁ କେନ୍ଦ୍ର କରି ପାଟଣା ବ୍ଲକ ଦିଆନାଳି ଗାଁର ଜିତୁ ମୁଣ୍ଡା ନିଜର ଭଉଣୀର…
Read More...

ଦ୍ୱିତୀୟ ଅନ୍ତରିଣ ରିପୋର୍ଟ ଦେଲେ ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି

ଭୁବନେଶ୍ୱର, ୨୭/୪: ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି। ଲିଙ୍ଗରାଜ ମନ୍ଦିରର…
Read More...

ଆଗୁଆ ଜାମିନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ପବନ ଖେଡ଼ା

ନୂଆଦିଲ୍ଲୀ, ୨୬/୪: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମାମଲାରେ ଗୌହାଟୀ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିବା ପରେ କଂଗ୍ରେସ ନେତା ପବନ ଖେଡ଼ା…
Read More...

ଆନ୍ଧ୍ର ପ୍ରଦେଶରେ ୪୨୧ ପେଟ୍ରୋଲ ପମ୍ପ ବନ୍ଦ: ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ବୈଠକ ଡାକିଲେ

ଅମରାବତୀ, ୨୬/୪: ସରକାର, ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀ ସମସ୍ତେ ଜନସାଧାରଣଙ୍କୁ ଆଶ୍ୱସ୍ତ କରି କହୁଛନ୍ତି,ଦେଶରେ କୌଣସି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ନାହିଁ। କିନ୍ତୁ ଆନ୍ଧ୍ର ପ୍ରଦେଶରେ ଏହା ବିପରୀତ ଘଟଣା…
Read More...

ପେଟ୍ରୋଲ୍‌ ପମ୍ପମାନଙ୍କୁ କଡ଼ା ତାଗିଦ୍‌: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ ବିକ୍ରି ମନା

ଭୁବନେଶ୍ବର, ୨୫/୪: ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ। ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା…
Read More...

ସମ୍ପୂର୍ଣ୍ଣା ଶ୍ରୀ ମିସନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଏକ ସ୍ୱତନ୍ତ୍ର ପରିଚୟ ଦେବ: ପରିଡ଼ା

ଛତ୍ରପୁର, ୨୫/୪: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ…
Read More...

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ…
Read More...

ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡ଼ିକର ଇଂରାଜୀ ବନାନ ସଂଶୋଧନ ସମ୍ଵନ୍ଧରେ ସାର୍ବଜନୀନ ସୂଚନା ଜାରି

ଭୁବନେଶ୍ୱର, ଏପ୍ରିଲ୍ ୨୨: ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି l ଏହି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା, ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ…

ଭୁବନେଶ୍ବର, ୧୦/୪: ଏପ୍ରିଲ୍‌ ୪ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ବୈଠକରେ ଭୁବନେଶ୍ବର ମେଟ୍ରୋ ରେଳପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ…
Read More...

ମେ’ ୫ରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୮/୮: ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା। ୫ ମେ' ୨୦୨୬ ରିଖ ଠାରୁ ୧୬ ମେ' ୨୦୨୬ ରିଖ ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ସିଲେକ୍ସନ ବୋର୍ଡ଼…
Read More...