Browsing Category
ମୁଖ୍ୟ ଖବର
ଆହାର କେନ୍ଦ୍ରକୁ ଗ୍ୟାସ୍ ଯୋଗାଣରେ ହେବନି ଅସୁବିଧା
ଭୁବନେଶ୍ୱର, ୩୦/୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲିଅମ୍ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ…
Read More...
Read More...
ଓଏଚ୍ଆର୍ସି ଅଧ୍ୟକ୍ଷ ଭାବେ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ନିଯୁକ୍ତି
କଟକ, ୨୬/୩: ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆର୍ସି)ର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ କମିସନ ଅଧ୍ୟକ୍ଷ ଭାବେ ଜଷ୍ଟିସ ପୂଜାହାରୀଙ୍କୁ ନିଯୁକ୍ତି…
Read More...
Read More...
ପଶ୍ଚିମ ଏସିଆ ସ୍ଥିତି ଓ ଅତ୍ୟାବଶ୍ୟକ ଦ୍ରବ୍ୟ ଉପଲବ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର, ୨୬/୩: ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…
Read More...
Read More...
ଓଡ଼ିଶାରୁ ଯକ୍ଷ୍ମା ରୋଗକୁ କରାଯିବ ସମ୍ପୂର୍ଣ୍ଣ ମୂଳୋତ୍ପାଟନ
ଭୁବନେଶ୍ୱର, ୨୪/୩: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0ର ଶହେ…
Read More...
Read More...
ଆସନ୍ତାକାଲି ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି: ଗଣତି ଦିନ ଟ୍ରେଜେରିରୁ ଆସିବ ଚାବି
ପୁରୀ, ୨୪/୩: ଆସନ୍ତାକାଲି ମହାପ୍ରଭୁଙ୍କର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତିମଣତି ପାଇଁ ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଛି ମଧ୍ୟାହ୍ନ…
Read More...
Read More...
ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ନିୟମାବଳୀ
ଭୁବନେଶ୍ୱର, ୨୩/୩: ଚଳିତ ବର୍ଷ ଏପ୍ରିଲ ମାସରୁ ହିଁ ରୌଦ୍ରତାପ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଅଂଶୁଘାତର ମୁକାବିଲା କରିବାକୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କାର୍ୟ୍ୟରତ ଶ୍ରମିକଙ୍କ ନିମନ୍ତେ ନୂଆ…
Read More...
Read More...
ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ଗଲା କାଠ
ପୁରୀ, ୨୩/୩: ପୁରୀ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିମନ୍ତେ ରଥ ନିର୍ମାଣ ସକାଶେ ଆଜି ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳର ଆମ୍ବଝରା ଜଙ୍ଗଲରୁ କାଠ ସଂଗ୍ରହ କରି ୨ଟି ଟ୍ରକରେ କାଠ ପୁରୀ ପଠାଯାଇଛି।…
Read More...
Read More...
ବିଶ୍ୱ ଜଳ ଦିବସ: ୨୬୧୨ କୋଟି ଟଙ୍କାର ୧୪୧ଟି ପ୍ରକଳ୍ପ ଉଦ୍ଘାଟିତ ଓ ଶିଳାନ୍ୟାସ
ଭୁବନେଶ୍ୱର, ୨୨/୩: ଆଜି ବିଶ୍ବସ୍ତରୀୟ ଜଳ ଦିବସ ସମାରୋହ ୨୦୨୬ର ଉଦ୍ଘାଟନ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ…
Read More...
Read More...
ମେ’ ୩୧ ରେ ବି.ଏଡ୍, ଜୁନ ୩ରେ ଏମ.ଏଡ୍ ଏବଂ ବି.ଏଚ.ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୨୨/୩: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ…
Read More...
Read More...
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ: ବିଜେଡିରୁ ୬ ବିଧାୟକ ନିଲମ୍ବିତ
ଭୁବନେଶ୍ବର, ୨୧/୩: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ୬ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ…
Read More...
Read More...