Browsing Category
ମୁଖ୍ୟ ଖବର
ଖଲ୍ଲିକୋଟ ହିଂସା ଓ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ ହେଲା ଏସ୍ଆଇଟି, ୩୦ ଦିନ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍
ଭୁବନେଶ୍ବର, ୧୭/୫: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ ତାରିଖ ଦିନ ପୋଷ୍ଟର ମରାକୁ କେନ୍ଦ୍ର କରି ଘଟିଥିବା ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍…
Read More...
Read More...
+୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ କଲ ଗ୍ରହଣ କରନ୍ତୁ ନାହିଁ: ଓଡିଶା ପୁଲିସ୍ ଦେଲା ଚେତାବନୀ
ଭୁବନେଶ୍ୱର, ୧୬/୫ : ହ୍ବାଟସ୍ ଆପ୍ରେ +୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ କଲ ଗ୍ରହଣ ନ କରିବାକୁ ଓଡିଶା ପୁଲିସ୍ ଗୁରୁବାର ଦିନ ମୋବାଇଲ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି। ମୋବାଇଲ୍ ବ୍ୟବହାରକାରୀଙ୍କୁ ସତର୍କ…
Read More...
Read More...
ମୁଁ ନିଜକୁ ଅସୁରକ୍ଷିତ ମଣୁଛି: ମତେ ସୁରକ୍ଷା ଦିଅନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି
ବ୍ରହ୍ମପୁର, ୧୬/୫: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ…
Read More...
Read More...
ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ଦେହାନ୍ତ
ଭୁବନେଶ୍ବର, ୧୫/୫: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକାଙ୍କ ପରଲୋକ ହୋଇଥିବାର ଖବର ମିଳିଛି। ମୃତ୍ୟୁ ମେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ…
Read More...
Read More...
ଓଡ଼ିଶାରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିବନି: ଶାହ
ଭୁବନେଶ୍ବର/ସୋରଡ଼ା, ୧୫/୫: ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର…
Read More...
Read More...
ଇଭିଏମ୍ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ସୁରକ୍ଷିତ ଭାବେ ରଖାଯାଇଛି: ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର, ୧୪/୫: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ…
Read More...
Read More...
ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬% ମତଦାନ: ନବରଂଗପୁରରେ ସର୍ବାଧିକ, ବ୍ରହ୍ମପୁରରେ ସର୍ବନିମ୍ନ
ଭୁବନେଶ୍ବର, ୧୩/୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଜାରି…
Read More...
Read More...
ଗଞ୍ଜାମର ୨ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ଗିରଫ ନିର୍ଦ୍ଦେଶ
ଭୁବନେଶ୍ବର, ୧୩/୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିବାଚନ ପ୍ରକ୍ରିୟାରେ ନିୟୋଜିତ ଥିବା କିଛି କର୍ମଚାରୀମାାନେ ଅବହେଳା ପ୍ରଦର୍ଶନ କରିଛନ୍ତି। ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗଞ୍ଜାମ ଜିଲ୍ଲାର ୩ ଜଣ…
Read More...
Read More...
ସିବିଏସଇ ୧୦ମ ଫଳାଫଳ ପ୍ରକାଶିତ, ୯୩.୬% ପାସ୍, ଜାରି ହେଲା ନାହିଁ ଟପର ତାଲିକା
ନୂଆଦିଲ୍ଲୀ, ୧୩/୫: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ମଧ୍ୟ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ…
Read More...
Read More...
ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି: ପ୍ରଧାନମନ୍ତ୍ରୀ ମୋଦୀ
ବଲାଙ୍ଗୀର,୧୧/୫: ଏଠାକାର ଭିଡ଼ ଦେଖି ଲାଗି ଲାଗୁଛି ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଏଠି ମା ଭଉଣୀଙ୍କୁ ଦେଖି ବିଜେଡିର ଦଶା ସ୍ପଷ୍ଟ ବାରି ହୋଇପଡୁଛି` ଓଡ଼ିଶାରେ ପ୍ରଥମ ଥର ହେବ ଡବଲ…
Read More...
Read More...