Browsing Category

ମୁଖ୍ୟ ଖବର

କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ

କେନ୍ଦ୍ରାପଡା,୩।୧୦ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା l ଏଥିପାଇଁ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ…
Read More...

ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ତାରିଖ ଘୁଞ୍ଚିଲା

ନୂଆଦିଲ୍ଲୀ, ୩୦/୯: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଥିଲା। ହେଲେ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଢାଇ…
Read More...

ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩୦/୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ…
Read More...

ରାଜ୍ୟରେ ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ, ସଚେତନ କରିବେ ଅଙ୍ଗନବାଡି କର୍ମୀ

ଭୁବନେଶ୍ଵର, ୨୮/୦୯ : ରାଜ୍ୟରେ ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ। ସାଇବର ଅପରାଧ ସମ୍ପର୍କରେ ସଚେତନ କରିବେ ଅଙ୍ଗନବାଡି କର୍ମୀ। ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମିଶନଶକ୍ତି ମହିଳା ଗାଁ ଗାଁରେ ଲୋକଙ୍କୁ ସାଇବର…
Read More...

ବିଧାନସଭାରେ ଡାଲି ଫିଙ୍ଗିଲେ ବିଧାୟକ, ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ମୋହନ ଓ ମୁକେଶ ନିଲମ୍ବିତ

ଭୁବନେଶ୍ବର, ୨୮/୯  : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ଜାରି ଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମକୁ ବିଜେପିର…
Read More...

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ମାଳବିକା ଦେବୀ

ଭୁବନେଶ୍ବର, ୨୭/୯: ରାଜ୍ୟ ମୁଖ୍ୟାଳୟରେ ବୁଧବାର ଦିନ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ…
Read More...

ଅକ୍ଟୋବର ୨ରୁ ୧୧ବିଜେଡିର ପଦଯାତ୍ରା, ଘରେ ଘରେ ଚାଲିବ ଶଙ୍ଖ କାର୍ଯ୍ୟକ୍ରମ

ଭୁବନେଶ୍ବର, ୨୬/୯ : ସାରା ରାଜ୍ୟରେ ଶାସକ ଦଳ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ବିଜେଡି କର୍ମୀଙ୍କ ପକ୍ଷରୁ ଏହି ପଦଯାତ୍ରା କରାଯିବ । ଆଜି ଅପରାହ୍ନରେ ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ…
Read More...

ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଅଯୋଧ୍ୟା, ୨୬/୯: ଅଯୋଧ୍ୟାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ସମାରୋହ…
Read More...

ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତ୍ତି : ଲୋକଙ୍କ ଅଭିଯୋଗକୁ ମୋ ସରକାର ସର୍ବଦା ପ୍ରାଥମିକତା ଦେଇଥାଏ

ଭୁବନେଶ୍ବର,୨୫।୯:  ମୋ ସରକାର ଜନସାଧାରଣଙ୍କ ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ  ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ…
Read More...