Browsing Category
ମୁଖ୍ୟ ଖବର
୫ ଟି ସଚିବଙ୍କ ପ୍ରକଳ୍ପ ପରିଦର୍ଶନ, ୪୩ ଏକର ଅଞ୍ଚଳରେ ୬୭ କୋଟି ବ୍ୟୟରେ ପାର୍କିଂ ବ୍ୟବସ୍ଥା
ପୁରୀ, ୧୫/୪ : ପୁରୀଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ। ପୁରୀ ଶ୍ରୀମନ୍ଦିର ପରିକ୍ରମା କରି ବିଭିନ୍ନ ପ୍ରକଳ୍ପର ନିର୍ମାଣ ଓ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର…
Read More...
Read More...
ହନୁମାନ ଜୟନ୍ତୀ ହିଂସା ମାମଲା: ସମ୍ବଲପୁରରେ ପହଞ୍ଚିଲେ ଡିଜିପି ସୁନୀଲ ବଂଶଲ
ସମ୍ବଲପୁର, ୧୫।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ…
Read More...
Read More...
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସତ୍ୟପାଠ: ସୃଷ୍ଟି ହେଲା ନୂଆ ୫ ହଜାର ମେଡିକାଲ୍ ଅଫିସର ପଦ
କଟକ,୧୩/୦୪: ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଲାଗି ନୂଆ ୫ ହଜାର ମେଡିକାଲ୍ ଅଫିସର (ଗ୍ରୁପ୍-ଏ) ପଦ ସୃଷ୍ଟି କରାଯାଇଛି । ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ପଦ ଆସନ୍ତା ଅକ୍ଟୋବର ମଧ୍ୟରେ ପୂରଣ କରାଯିବ…
Read More...
Read More...
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୯ ଯାଏ ନାମଲେଖା ଅବେଦନ
ଭୁବନେଶ୍ୱର,୧୩/୦୪: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ଟି ସ୍ନାତକୋତ୍ତର ବିଭାଗରେ ନାମଲେଖା ହେବ । ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ନାତକୋତ୍ତର (ସିୟୁଇଟି-ପିଜି)ପରୀକ୍ଷା ମାଧ୍ୟମରେ…
Read More...
Read More...
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମେକାନିକାଲ୍ ଭେଂଟିଲେସନ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍ଘାଟିତ
ଭୁବନେଶ୍ୱର, ୧୦/୦୪: ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ମେକାନିକାଲ୍ ଭେଂଟିଲେସନ୍କୁ ନେଇ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସାମିଲ ହୋଇଛନ୍ତି ଦେଶର ୭୩ ଜଣ ଡାକ୍ତର ଓ…
Read More...
Read More...
ବିଦେଶରୁ ପ୍ରଥମ ଥର ପାଇଁ ବସିଲା କ୍ୟାବିନେଟ୍ ବୈଠକ, ୭ଟି ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ଵର,୯/୦୪ : ବିଦେଶରୁ ପ୍ରଥମ ଥର ପାଇଁ ବସିଲା ଡିଜିଟାଲ୍ କ୍ୟାବିନେଟ୍ ବୈଠକ। ଓଡ଼ିଶାଠାରୁ ୬ ହଜାର କିଲୋମିଟର ଦୂରରେ ଥିବା ଜାପାନର କାଇଟୋରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ…
Read More...
Read More...
ଆଜିଠୁ ଯୁକ୍ତ ୨ ଖାତା ଦେଖା, ୬୫ ଅଫଲାଇନ୍ ଓ ୩୯ ଅନ୍ଲାଇନ୍ ସେଣ୍ଟରରେ ହେବ ମୂଲ୍ୟାୟନ
ଭୁବନେଶ୍ୱର, ୧୦/୦୪: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ର ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ । ପ୍ରଥମ ପର୍ଯ୍ୟାୟ ସୋମବାରଠୁ ଆରମ୍ଭ ହୋଇ ୨୨ତାରିଖରେ ସରିବ । ଖାତା ମୂଲ୍ୟାୟନ ପାଇଁ ଉଭୟ…
Read More...
Read More...
ସମ୍ ଅଲ୍ଟିମେଟ୍ ମେଡିକେୟାର ଉତ୍କର୍ଷର ୧୦୦୦ ଦିନ ପୂରଣ, ପୂର୍ବ ଭାରତର ଅଗ୍ରଣୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭାବେ…
ଭୁବନେଶ୍ୱର,୧୦/୦୪: ସମ୍ ଅଲ୍ଟିମେଟ୍ ମେଡିକେୟାର(ସମ୍ମମ୍) ସ୍ୱାସ୍ଥ୍ୟସେବାରେ ଉତ୍କର୍ଷର ୧୦୦୦ ଦିନ ପୂରଣ କରିଛି। ରାଜ୍ୟର ସ୍ୱାସ୍ଥ୍ୟସେବାରେ ନୂଆ ମାଇଲଖୁଣ୍ଟ୍ ଛିଡ଼ା କରିଛି। କୋଭିଡ୍ ମହାମାରୀର ଦୁଇ ମାସ…
Read More...
Read More...
ଜାତୀୟ ପଞ୍ଚାୟତ ପୁରସ୍କାର: ‘ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ, ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’
ନୂଆଦିଲ୍ଲୀ, ୮।୦୪: ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ ଘୋଷଣା ହୋଇଛି। ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ…
Read More...
Read More...