Browsing Category
ଜିଲ୍ଲା ଖବର
ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ଏସ୍ଆର୍ସି
ଭୁବନେଶ୍ବର, ୨୧।୮: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା। ଝାଡ଼ଖଣ୍ଡର ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା…
Read More...
Read More...
ବନ୍ୟା ପରିସ୍ଥିତି ସୁଧୁରୁଛି, ଘାଇ ମରାମତି ଉପରେ ଗୁରୁତ୍ୱ : ଏସ୍ଆର୍ସି
ଭୁବନେଶ୍ୱର, ୧୯।୮: ମହାନଦୀ ଓ ତା’ର ଶାଖା ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ତେବେ ବନ୍ୟା ଜଳ ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ। ଏବେ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ସହ…
Read More...
Read More...
୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା: ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର, ୧୯।୮: ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବା ବେଳେ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କାରେ ୪ଟି ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ଶ୍ରୀ…
Read More...
Read More...
ଆସନ୍ତାକାଲି ଏନ୍ଆଇଟିର ୧୯ତମ ସମାବର୍ତ୍ତନ
ରାଉରକେଲା, ୧୨।୮: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ୧୯ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଅନୁଷ୍ଠାନର ଭୁବନେଶ୍ବର ବେହେରା ଅଡିଟୋରିୟମରେ ପୂର୍ବାହ୍ନ ୧୦ଟାରୁ ଉତ୍ସବ…
Read More...
Read More...
ହୀରାକୁଦ ଡ୍ୟାମରେ ବୁଡ଼ିଗଲେ ୨ ଏମ୍ସିଏଲ୍ କର୍ମଚାରୀ
ଭୁବନେଶ୍ବର, ୭।୮: ସମ୍ବଲପୁରର ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ। ଏହି ଦୁଇ ଜଣ ଏମ୍ସିଏଲ୍ର କର୍ମଚାରୀ ବୋଲି ସୂଚନା ମିଳିଛି। ଅନ୍ୟଜଣେ ଏମ୍ସିଏଲ୍ କର୍ମଚାରୀ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା…
Read More...
Read More...
ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ବର, ୨୭।୭: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ…
Read More...
Read More...
ଝରଣା ପାଣି କାଶୀପୁରରେ ଝାଡ଼ାବାନ୍ତିର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର, ୨୦।୭: ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ। ସେଠାରେ ଭିବ୍ରିଓ କଲେରା ବୀଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି…
Read More...
Read More...
ସିଏମ୍ସି କାର୍ଯ୍ୟାଳୟର ୮ ଜଣ କରୋନା ସଂକ୍ରମିତ
କଟକ, ୧୩/୭: କଟକ ମହାନଗର ନିଗମରେ ପଶିଲା କରୋନା। ସିଏମ୍ସି କାର୍ଯ୍ୟାଳୟରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ କୋଭିଡ ନିୟମ କଡ଼ାକଡ଼ି କରାଯାଇଛି। ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର…
Read More...
Read More...
କାକଟପୁର ତହସିଲଦାରଙ୍କୁ ହାଇକୋର୍ଟଙ୍କ ଦଣ୍ଡ
କଟକ, ୨୦।୫: ବେପରୱା ଭାବେ ସାଧାରଣଙ୍କ ପାଇଁ ନ୍ୟାୟ କରିବା କାକଟପୁର ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସିଡିଏର…
Read More...
Read More...
ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର
ଛତ୍ରପୁର, ୧୮।୫: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବମୁଖର। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା’ ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡ଼କୁ, ମା’ଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ…
Read More...
Read More...