Browsing Category
ରାଜନୀତି
ଆସନ୍ତାକାଲି କଟକ ଆସୁଛନ୍ତି ଅମିତ ଶାହା
କଟକ, ୭।୮: ଆସନ୍ତାକାଲି କଟକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ ତଥା ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…
Read More...
Read More...
ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀ ଲେଖିବେ ସାମ୍ବାଦିକ ସନ୍ଦୀପ ସାହୁ
ଭୁବନେଶ୍ୱର, ୨।୮: ସ୍ୱାଧୀନତାର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଜ ପ୍ରଥମ ଓଡ଼ିଆ ଓ କୌଣସି ଜନଜାତି ସମ୍ପ୍ରଦାୟର ପ୍ରଥମ ସଦସ୍ୟ ରୂପେ ଏହି ଅନନ୍ୟ ଗାରିମାର ଅଧିକାରିଣୀ ହୋଇଛନ୍ତି। ଅତ୍ୟନ୍ତ ପଛୁଆ ଅଞ୍ଚଳରେ ଜନ୍ମଗ୍ରହଣ…
Read More...
Read More...
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଗଠନ ହେଲା କମିଟି
ଭୁବନେଶ୍ୱର, ୧।୮: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବା ବେଳେ ଏଥିରେ କଂଗ୍ରେସ ଓ ବିଜେପିର…
Read More...
Read More...
ଆଗୁଆ ସରିଲା ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ବର, ୧।୮: ଆଗୁଆ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ୩ ଦିନ ପୂର୍ବରୁ ଆଜି ଆଗୁଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି ବିଧାନସଭା। ଜୁଲାଇ ୨ରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ…
Read More...
Read More...
ନିଜ ଦରମା ଓ ଭତ୍ତା ବଢ଼ାଇବାକୁ ବିଧାୟକଙ୍କ ଦାବି
ଭୁବନେଶ୍ବର, ୩୦।୭: ବିଧାନସଭାରେ ସବୁ ଦଳର ବିଧାୟକ ଆଜି ମିଳିତ ଭାବେ ନିଜର ଦରମା ଓ ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ…
Read More...
Read More...
ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା
ଭୁବନେଶ୍ବର, ୩୦।୭: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବିରୋଧୀ ଦଳର ନୂଆ ନେତା ମନୋନୀତ ହୋଇଛନ୍ତି। ପୂର୍ବରୁ ଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି।…
Read More...
Read More...
ମୋଦି ଓ ଯୋଗୀଙ୍କୁ ସମର୍ଥନ କରିବାରୁ ମହିଳାଙ୍କୁ ତିନି ତଲାକ
ମୋରାଡାବାଦ, ୨୯।୭: ମୋଦି ଓ ଯୋଗୀଙ୍କୁ ସମର୍ଥନ କରିବାରୁ ମହିଳାଙ୍କୁ ତିନି ତଲାକ। ଉତ୍ତରପ୍ରଦେଶର ମୋରାଡ଼ାବାଦ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଏଭଳି କାରଣ ପାଇଁ ଛାଡ଼ପତ୍ର ଦେବା ଆଲୋଚନାର ବିଷୟ ହୋଇଛି।…
Read More...
Read More...
ଦାୟିତ୍ବ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, ୨୫।୭: ଆଜି ଶପଥ ଗ୍ରହଣ କରିସାରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରୁ ରାଷ୍ଟ୍ରପତି ଭବନକୁ ପ୍ରତ୍ୟାବର୍ତ୍ତନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦାୟିତ୍ବ ହସ୍ତାନ୍ତର ବେଳେ ବିଦାୟୀ…
Read More...
Read More...
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ଐତହାସିକ ବିଜୟ
ନୂଆଦିଲ୍ଲୀ, ୨୧।୭: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ବିଜୟ। ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ନିକଟତମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ…
Read More...
Read More...
ଏଣିକି ଏଟିଏମ୍ରୁ ବାହାରିବ ଚାଉଳ, ୨୪ ଘଣ୍ଟା ହିତାଧିକାରୀଙ୍କୁ ମିଳିବ ରାସନ
ଭୁବନେଶ୍ବର, ୧୯।୭: ଏଣିକି ଏଟିଏମ୍ରୁ ଟଙ୍କା ବାହାରିବା ଭଳି ଚାଉଳ ମିଳିବ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ୍ଟାଇମ୍ ଗ୍ରେନ୍ ବ୍ୟବସ୍ଥା କରାଯାଉଛି। ଏହା ଦ୍ବାରା ୨୪ ଘଣ୍ଟା ମିଳିବ ରାସନ। ପାଇଲଟ୍ ଭାବେ…
Read More...
Read More...