Browsing Category
ରାଜନୀତି
ଆସନ୍ତାକାଲି ସକାଳେ କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅସାନି’
ଭୁବନେଶ୍ବର, ୧୦।୫: ଭୀଷଣ ବାତ୍ୟା ‘ଅସାନି’ ଏବେ ଉପକୂଳମୁହାଁ ହୋଇଛି। ଆସନ୍ତାକାଲି ସକାଳେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ନିକଟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ…
Read More...
Read More...
ପ୍ରକାଶ ପାଇଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି
ଭୁବନେଶ୍ବର, ୪।୫: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଆଜିଠାରୁ ଆରମ୍ଭ ହେବ…
Read More...
Read More...
ଆସନ୍ତା ୫ରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ
ଭୁବନେଶ୍ଵର, ୩/୫: କଂଗ୍ରେସର ପିସିସି ସଭାପତି ଚୟନ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ଓଡ଼ିଶାର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକିଛନ୍ତି ଦଳର ହାଇକମାଣ୍ଡ୍। ସମସ୍ତ ବିଧାୟକଙ୍କୁ ଆସନ୍ତା ୫ ତାରିଖରେ ଦିଲ୍ଲୀ…
Read More...
Read More...
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ
ଭୁବନେଶ୍ବର, ୩।୫: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ହାଇକୋର୍ଟଙ୍କ…
Read More...
Read More...
କାଲିଠାରୁ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ, ୧।୫: ସୋମବାରଠାରୁ ବିଦେଶଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ମୋଦିଙ୍କ ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା। ଏହି କ୍ରମରେ ସେ ଜର୍ମାନ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି…
Read More...
Read More...
ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ
ଭୁବନେଶ୍ବର, ୧।୫: ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଆଜି ଦେବଗଡ଼ ଥାନା ପୁଲିସ୍ ଗିରଫ କରିଛି।…
Read More...
Read More...
କାଲିଠାରୁ ୫ ଦିନିଆ ଦିଲ୍ଲୀଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୨୮।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ୫ ଦିନିଆ ନୂଆଦିଲ୍ଲୀଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦିନିକିଆ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।…
Read More...
Read More...
୭ ଦିନ ପାଇଁ ଜେଲ୍ରୁ ମୁକୁଳିଲେ ଚିଲିକା ବିଧାୟକ
ଟାଙ୍ଗି, ୨୭।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବୁଧବାର ଜେଲରୁ ମୁକୁଳିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ସବ୍-ଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ହାଇକୋର୍ଟ ମାତ୍ର ୭ ଦିନ ଅର୍ଥାତ ଏକ ସପ୍ତାହ ପାଇଁ…
Read More...
Read More...
ଲୋକଙ୍କ ପାଇଁ କାମ କର, ନିଜ ସହରକୁ ଶ୍ରେଷ୍ଠ କର
ଭୁବନେଶ୍ବର, ୨୬।୪: ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର। ଲୋକଙ୍କ ସାଥୀରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର। ଆଜି ଲୋକସେବା ଭବନରେ…
Read More...
Read More...
ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର,୨୨/୦୪ : ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଲାଣି ବିଜେଡି। ଶନିବାରଠାରୁ ବିଜେଡି ଆରମ୍ଭ କରୁଛି ତିନିଦିନିଆ ମାନସ ମନ୍ଥନ ବୈଠକ। ପଞ୍ଚାୟତ ନିର୍ବାଚନର ବହୁ ପୂର୍ବରୁ ବିଜେଡିର କିଛି ବରିଷ୍ଠ…
Read More...
Read More...