Browsing Category

ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ମୁମ୍ବାଇରେ ୬୩୪୭ଟି ନୂଆ କରୋନା ମାମଲା

ମୁମ୍ୱାଇ, ୧।୧: ଦେଶରେ କରୋନାର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ୱାଇରେ କରୋନା ବିସ୍ଫୋରଣ ହେଉଛି। ମହାନଗର ମୁମ୍ୱାଇରେ ଗତ ୨୪ ଘଣ୍ଟାରେ କରୋନାର ୬୩୪୭ଟି ନୂଆ ମାମଲା ସାମନାକୁ ଆସିଛି। ଯେବେ କି ଗୋଟିଏ ମୃତ୍ୟୁ…
Read More...

ସମ୍ ହସ୍ପିଟାଲ ଆଇସିଏମ୍‌ଆର କ୍ଲିନିକାଲ୍ ଟ୍ରାଏଲ୍ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ୱର, ୧।୧:  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଦ୍ଵାରା ପୂର୍ବ ଭାରତରେ ଆଇସିଏମ୍‌ଆର୍ କ୍ଲିନିକାଲ୍…
Read More...

ବଢ଼ୁଛି ଓମିକ୍ରନ ସଂକ୍ରମଣ, ଆସିଲା ଜାନୁଆରୀ ଗାଇଡ୍‌ଲାଇନ୍

ଭୁବନେଶ୍ବର, ୩୦।୧୨: ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବ ମାସ ତୁଳନାରେ ନୂଆ ଗାଇଡଲାଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି। ବିଶେଷ କରି ଜାନୁଆରୀ ମାସ ପାଇଁ ଅଧିକ କଟକଣା କରାଯାଇଛି।…
Read More...

ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲା ନିଷ୍ପତ୍ତି: ଡିଏମ୍‌ଇଟି

ଭୁବନେଶ୍ବର, ୨୯।୧୨: ଜାନୁଆରି ୩ ତାରିଖରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। କିନ୍ତୁ ଆଜି…
Read More...

ସ୍ବାସ୍ଥ୍ୟବୀମା ପଲିସିକୁ ନେଇ ଆଉ ଚଳିବନି ବାହାନା, ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ବର, ୨୯।୧୨: ସ୍ୱାସ୍ଥ୍ୟବୀମା ପଲିସି ନେଇ କୌଣସି ବାହାନା ଦେଖାଇ କ୍ଲେମ ପ୍ରତ୍ୟାଖ୍ୟାନ କରିପାରିବେନି କମ୍ପାନି। ଥରେ ସ୍ୱାସ୍ଥ୍ୟ ବୀମା କରିବା ପରେ କମ୍ପାନି ବର୍ତ୍ତମାନର ସ୍ୱାସ୍ଥ୍ୟ କଥା କହି ହିତାଧିକାରୀଙ୍କ…
Read More...

୧୫ରୁ ୧୮ ବର୍ଷ ପିଲା ଟିକା ନେବାକୁ କରିବାକୁ ହେବ ପଞ୍ଜୀକରଣ

ଭୁବନେଶ୍ବର, ୨୭।୧୨: ରାଜ୍ୟରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା…
Read More...

ରାଜଧାନୀ ପରେ ଏବେ କଟକରେ କଣ୍ଟେନମେଣ୍ଟ ଜୋନ୍

କଟକ, ୨୭।୧୨: କଟକ ସହରକୁ ଫେରିଲା କଣ୍ଟେନମେଣ୍ଟ। ଗୋଟିଏ ପରିବାରର ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ବର, ୨୬।୧୨: ଧୀରେଧୀରେ କାୟା ମେଲାଉଛି କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଓମିକ୍ରନ୍…
Read More...

୧୨ ବର୍ଷରୁ ଅଧିକ ବୟସର ପିଲା ଏବେ ନେଇ ପାରିବେ କୋଭାକ୍ସିନ

ନୂଆଦିଲ୍ଲୀ, ୨୫।୧୨: ଓମିକ୍ରନ ସଂକ୍ରମଣ ଭିତରେ ଭଲ ଖବର ସାମ୍ନାକୁ ଆସିଛି। ୧୨ରୁ ୧୮ ବର୍ଷର ପିଲାମାନଙ୍କୁ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ଦିଆଯିବ। ଏଥିପାଇଁ ଆଜି ଡିସିଜିଆଇ ଅନୁମତି…
Read More...

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ବର, ୨୫।୧୨: ପବିତ୍ର ଖ୍ରୀଷ୍ଟମାସ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଦେଶବାସୀଙ୍କୁ ସମ୍ବୋଧନ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ…
Read More...