ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ

ସୋସିଆଲ୍‌ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ

0

କଟକ,୨୭/୫ : ଅନୁଭବ ଓ ବର୍ଷା ପାରିବାରିକ ବିବାଦ ଉପରେ ହାଇକୋର୍ଟଙ୍କ କଡ଼ା ତାଗିଦ୍ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟଆଜି ବର୍ଷାଙ୍କ ଆବେଦନର ଶୁଣାଣି କରି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ସୋସିଆଲ ମିଡିଆରେ ତାଙ୍କ ସମ୍ମାନହାନୀ ହେଉଥିବା ନେଇ ଆପତ୍ତି ଉଠାଇ ଥିଲେ ବର୍ଷା । ଜୁଲାଇ ୪ ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

ସୋସିଆଲ ମିଡିଆରେ କିଛି ଦିନ ମଧ୍ୟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବାରମ୍ବାର ନିଜର ପାରିବାରିକ ବିବାଦକୁ ନେଇ ମତାମତ ରଖୁଛନ୍ତି। ତେବେ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

Leave A Reply

Your email address will not be published.