ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନତ୍ୟ

ଭୁବନେଶ୍ୱର,।୫: ଦକ୍ଷିଣ ଓଡ଼ିଶା ଶିକ୍ଷାକ୍ଷେତ୍ରରେ ନୂଆ ଆଶା ସୃଷ୍ଟି ହୋଇଛି। ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନତ୍ୟ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତିଖଲ୍ଲିକୋଟ କଲେଜ ରାଜ୍ୟର ଏକ ପୁରାତନ କଲେଜଏହି କଲେଜରେ ପାଠ ପଢି ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଖଲ୍ଲିକୋଟ କଲେଜ ଏକକ ବିଶ୍ୱବିଦ୍ୟାଳୟ ମାନତ୍ୟ ପାଇବା ଫଳରେ ଦକ୍ଷିଣ ଓଡ଼ିଶା ଲୋକଙ୍କ ଆଶା ପୂରଣ ହୋଇପାରିବବର୍ତ୍ତମାନ ସମୟରେ ଏହି ଅନୁଷ୍ଠାନ ଶିକ୍ଷାକ୍ଷେତ୍ରରେ ଏକ ନୂଆ ଯାତ୍ରା ସୃଷ୍ଟି କରିବ

Comments are closed.