ଲଲାଟ ମୋହନ ପଟ୍ଟନାୟକ ପାଇଲେ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ବର, ୩୧।୫: ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’ ଆଜି ପ୍ରଦାନ କରାଯାଇଛି। ଆଜି ସଂସ୍କୃତି  ଭବନଠାରେ  ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା,…
Read More...

ଜୁନ୍‌ ୧ ଓ ୨ ରାଜ୍ୟ କଂଗ୍ରେସ ଚିନ୍ତନ ଶିବିର

ଭୁବନେଶ୍ଵର, ୩୦।୫: ଆସନ୍ତା ଜୁନ ୧ ଓ ୨ ତାରିଖରେ ବସିବ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର। ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ କଂଗ୍ରେସର ଚିନ୍ତନ ଶିବିର ବସିବାକୁ ଯାଉଛି। କଂଗ୍ରେସର ବ୍ଲକ…
Read More...

ପ୍ରକାଶ ପାଇଲା ୨୦୨୧ ସିଭିଲ୍‌ ସର୍ଭିସ ପରୀକ୍ଷା

ଭୁବନେଶ୍ବର, ୩୦।୬: ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୬୮୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୁତି…
Read More...

୩ ଦିନିଆ ଦିଲ୍ଲୀଗସ୍ତରେ ଯିବେ ନବୀନ

ଭୁବନେଶ୍ଵର, ୨୯।୫ : ଆସନ୍ତାକାଲିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୩୧ ତାରିଖ ଦିନ ନବୀନ, ପ୍ରଧାନମନ୍ତ୍ରୀ…
Read More...

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ, ୨୯।୫: କେରଳ ଛୁଇଁଲା ମୌସୁମୀ ବାୟୁ।  ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ। ମୌସୁମୀ…
Read More...

୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର, ୨୯।୫: ସମସ୍ତ କଳ୍ପନା ଜଳ୍ପନାର ଘଟାଇ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର। ସେହିପରି ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ବିଜେଡିର…
Read More...

ଜୁନ ୨ରୁ ପ୍ରଥମ ପର୍ଯ୍ୟାୟ, ଜୁନ ୧୩ରେ ଦ୍ବିତୀୟ ପର୍ଯ୍ୟାୟ +୨ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର ୨୮।୫: ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍

ଭୁବନେଶ୍ବର, ୨୮।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ୍ ଆଜି ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଭିନେତା ସୋନୁ ସୁଦ୍‌ଙ୍କ ଏହି ସୌଜନ୍ୟମୂଳକ…
Read More...

ଆଇଡିଏସ୍‌ର ଡେଣ୍ଟାଲ ଫଟୋଗ୍ରାଫି କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର, ୨୮।୫: ଡେଣ୍ଟାଲ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଓ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍‌ସେସ୍…
Read More...

୮୦ ପ୍ରତିଶତ ଶିଶୁ ରକ୍ତ କର୍କଟ ରୋଗରୁ ସୁସ୍ଥ ହେଉଛନ୍ତି

ଭୁବନେଶ୍ୱର, ୨୭।୫: ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ। ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ। ସୋଆ ପରିଚାଳିତ…
Read More...