ନବୀନ ଶ୍ରୀବାସ୍ତବ ହେଲେ ନେପାଳର ନୂତନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ, ୧୭।୫: ନବୀନ ଶ୍ରୀବାସ୍ତବଙ୍କୁ ନେପାଳର ନୂତନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ସେ ବୈଦେଶିକ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ। ବୈଦେଶିକ ବ୍ୟାପାର…
Read More...

ଆଣ୍ଡାମାନ, ନିକୋବର ସ୍ପର୍ଶ କଲା ମୌସୁମୀ, ୨୭ରେ କେରଳ ଆସିବ

ନୂଆଦିଲ୍ଲୀ, ୧୬।୫: ଗରମ, ଗୁଳୁଗୁଳିରେ ସିଝୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ମୌସୁମୀ। ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି।  ଭାରତୀୟ…
Read More...

୩୧ରେ ବ୍ରଜରାଜନଗର ଉପନିର୍ବାଚନ

ବ୍ରଜରାଜନଗର, ୧୬।୫: ଆସନ୍ତା ୩୧ରେ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଆନୁଷ୍ଠାନିକ ଭାବରେ ବିଜେପି ବିଧାୟକ ପ୍ରାର୍ଥୀନୀ…
Read More...

ଟେଣ୍ଡର ଯିଏ ଆହ୍ୱାନ କରୁଛି, ସିଏ ହିଁ ପାଉଛି; ଏହା ସଂଯୋଗ କି ଉଦ୍ଦେଶ୍ୟ ପ୍ରଣୋଦିତ

ଭୁବନେଶ୍ବର, ୧୬।୫: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ବିଟ୍‌ ପୁଣି ଥରେ ରାଜ୍ୟର ରାଜନୈତିକ ପରିବେଶକୁ ସରଗରମ କରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମୁ ନ ଥିବା ବେଳେ ଦେଖାଦେଇଛି ଆଉ ଏକ ବିବାଦ। ଏହି…
Read More...

ଏଣିକି କାରରେ କଳାକାଚ ଲଗାଇଲେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ବର ୧୫।୫: ଏଣିକି କାରରେ କଳାକାଚ ଲାଗିଥିଲେ ୫୦୦ ଟଙ୍କା ତଣ୍ଡ ଗଣିବେ କାର ମାଲିକ। ଦ୍ବୈତନଗରୀରରେ ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ। ଏଣିକି ରାସ୍ତାରେ ଗଡ଼ିବନି କଳାକାଚ ଲାଗିଥିବା କାର।…
Read More...

ଡିସେମ୍ବରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ ନାକ୍‌ ଟିମ୍

କଟକ,୧୫/୦୫: ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଏସନ୍‌ କାଉନସିଲ (ନାକ୍‌)ର ଏକ ପ୍ରତିନିଧି ଦଳ ଆସନ୍ତା ଡିସେମ୍ବରର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଏବଂ ଶିକ୍ଷା…
Read More...

ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲାଗସ୍ତରେ ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼, ୧୩।୫: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ସ୍ବତନ୍ତ୍ର ପ୍ରସ୍ତାବିତ ଓ ନିର୍ମାଣାଧୀନ ବୃହତ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସେ…
Read More...

ମେ’ ୨୧ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ବର, ୧୩।୫: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି। ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା…
Read More...

ମେ’ ୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର, ୧୩।୫: ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା…
Read More...

ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ବର, ୧୨।୫ : ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛଇ। ମେ ୨୪ ତାରିଖରେ ନିର୍ବାଚନ  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ମେ ୩୧ ତାରିଖକୁ ନାମାଙ୍କନ ଦାଖଲ ଶେଷ ତାରିଖ ଭାବେ ଧାର୍ଯ୍ୟ…
Read More...