ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାରେ ଅନିୟମିତତା

ନୂଆଦିଲ୍ଲୀ, ୨।୯: ଦେଶରେ ଚାଲିଥିବା ଜେଇଇ(ମେନ୍‌) ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଯାଇଛି ସିବିଆଇ। ଆଜି ସିବିଆଇର ଏକାଧିକ ଟିମ୍‌ ଦିଲ୍ଲୀ-ଏନସିଆର, ଇନ୍ଦୋର,…
Read More...

ସାମ୍ଭାବ୍ୟ ତୃତୀୟ ଲହରି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡ଼ା, ୨୯।୮: କରୋନା ମହାମାରୀକୁ ରାଜ୍ୟ ସରକାର ଦୃଢ଼ ମୁକାବିଲା କରି ସଫଳ ହୋଇଛନ୍ତି। ଆଗାମୀ ଦିନରେ ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…
Read More...

ଚତୁର୍ଥ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମରେ ହିଞ୍ଜିଳିର ଆଉ ୧୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୨୮।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଶନିବାରରେ ଚତୁର୍ଥ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଶନିବାରରେ ଲୋକାର୍ପିତ ହୋଇଥିବା…
Read More...

‘କମନ୍ ୟୁଜର୍ ଫାସିଲିଟି ଅଏଲ୍‌ ଡିପୋ’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ, ୨୮।୮: ଆଜି ଢେଙ୍କାନାଳ ଜିଲ୍ଲାର ସଦାଶିବପୁରଠାରେ ‘କମନ୍ ୟୁଜର୍ ଫାସିଲିଟି ଅଏଲ୍‌ ଡିପୋ’ର ଭୂମି ପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭିଡିଓ…
Read More...

ସରିଲା ସର୍ବଦଳୀୟ ବୈଠକ, ୧ରୁ ମୌସୁମୀ ଅଧିବେଶନ

ଭୁବନେଶ୍ଵର, ୨୭।୮: ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭ ପୂର୍ବରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ତେବେ ବୈଠକ ସରିବା ପରେ…
Read More...

ଏଣିକି ରାଜଧାନୀରେ ରବିବାର‌ ବି ଦିଆଯିବ ଟିକା

ଭୁବନେଶ୍ୱର, ୨୭।୮: ଏଣିକି ଭୁବନେଶ୍ବରରେ ରବିବାର ଦିବ ବି ଟିକା କେନ୍ଦ୍ର ଖୋଲା ରହିବ ଓ ଟିକା ପ୍ରଦାନ କରାଯିବ। ରାଜ୍ୟ ସରକାର କରୋନାର ତୃତୀୟ ଲହରକୁ ନେଇ ଚିନ୍ତିତ ଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)…
Read More...

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର, ୨୭।୮: ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟର ଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ ଆଜି ‘ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ…
Read More...

ଏ ବର୍ଷ ବି କମିଲା ଯୁକ୍ତ ଦୁଇର ୩୦% ପାଠ୍ୟକ୍ରମ

ଭୁବନେଶ୍ୱର,୨୬।୮: ଚଳିତ ବର୍ଷ ବି ଯୁକ୍ତ ଦୁଇ ସିଲାବସ୍‌କୁ ହ୍ରାସ କରାଯାଇଛି। ଗତବର୍ଷ ପରି ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସ୍ ରହିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ…
Read More...

ତୃତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର, ୨୬।୮: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର। ତୁମର ସଫଳତା ଆମ ସମାଜର ଗୌରବ।…
Read More...

ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାର ତଦନ୍ତ ସମ୍ପର୍କିତ ରିପୋର୍ଟକୁ ଡିଜିଟାଇଜେସନରେ ଓଡ଼ିଶା ପୁଲିସ ପ୍ରଥମ

କଟକ, ୨୪।୮: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ଓ ତଦନ୍ତ ସମ୍ପର୍କିତ ଅନ୍ୟାନ୍ୟ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ଲାଗି ଟେକ୍ନୋଲୋଜିର ବ୍ୟବହାରକୁ ଓଡ଼ିଶା ପୁଲିସ୍‌ ଗୁରୁତ୍ୱ ଦେଇଛି।…
Read More...