କାଲି ପଡ଼ିବ ସବ୍ୟ-ଅର୍ଚ୍ଚିତାଙ୍କ ହାତଗଣ୍ଠି

ଭୁବନେଶ୍ବର, ୨୮।୨: ଆଉ କିଛି ଘଣ୍ଟାର ଅପେକ୍ଷା। ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ଏନେଇ ଉଭୟ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ରାଜସ୍ଥାନରେ ଏକ ଭବ୍ୟ…
Read More...

ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ୧୦୦ କୋଟି ପାର୍

ଭୁବନେଶ୍ବର, ୨୮।୨: ଫେବୃଆରୀ ୧୫ ତାରିଖ ବିଳମ୍ବିତ ରାତିରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ…
Read More...

ପୃଥିବୀ ପରିକ୍ରମା କରିବ ମୋଦିଙ୍କ ଫଟୋଚିତ୍ର: ମହାକାଶକୁ ଗଲା ଚଳିତ ବର୍ଷର ପ୍ରଥମ ଉପଗ୍ରହ

ନୂଆଦିଲ୍ଲୀ, ୨୮।୨: ପୃଥିବୀ ପରିକ୍ରମା କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର। ଖାଲି ସେତିକି ନୁ‌ହେଁ ମୋଦିଙ୍କ ଫଟୋଚିତ୍ର ସହ ଭାଗବତ ଗୀତାକୁ ମଧ୍ୟ ମହାକାଶକୁ ପଠାଯାଇଛି। ରବିବାର ଇସ୍ରୋ ପକ୍ଷରୁ…
Read More...

ଘରୋଇ ହସ୍‌ପିଟାଲ୍‌ରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା ଡୋଜ୍!

ଭୁବନେଶ୍ବର, ୨୬।୨: ମ‌ାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି ଦେଶରେ କରୋନା ଟିକାର ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। । ଏହା ଭିତରେ ଖବର ମିଳିଛି ଯେ, ଘରୋଇକରଣ ହସ୍ପିଟାଲରେ କରୋନା ଟିକାର ମୂଲ୍ୟ ୨୫୦ ଟଙ୍କା ପ୍ରତି…
Read More...

ଖରାକୁ ଦେଖି ଏବେ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ଭୁବନେଶ୍ବର, ୨୬।୨: ବଢ଼ିଚାଲିଛି ରାଜ୍ୟର ଗ୍ରୀଷ୍ମପ୍ରକୋପ। ଦିନକୁ ଦିନ ଖରାର ତାତି ବଢ଼ିବାରେ ଲାଗିଛି। ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ…
Read More...

୧୨ ରାଜ୍ୟରୁ ଆସିଲେ ସପ୍ତାହେ ଘରେ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର, ୨୬।୨: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଶର ୧୨ଟି ରାଜ୍ୟରୁ…
Read More...

ମାର୍ଚ୍ଚ ୧ ତାରିଖରୁ ୬୦ରୁ ଉର୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ

ଭୁବନେଶ୍ବର, ୨୪।୨: ୬୦ରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଦିଆଯିବ କରୋନା ଟିକା।  ମାର୍ଚ୍ଚ ୧ ତାରିଖରୁ ଏହି ବର୍ଗର ବ୍ୟକ୍ତିମାନେ ଟିକା ନେବେ। ଏଥିସହ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ଏବଂ ସେମାନଙ୍କ ବୟସ ୪୫…
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମନ

ଭୁବନେଶ୍ବର, ୨୪।୨: ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ…
Read More...

ଦୂର ହେବ ଯାତ୍ରା କଳାକାରଙ୍କ ଦୁଃଖ: କଳାକାରଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର, ୨୩।୨: ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିବା ଯାତ୍ରା କଳାକାରମାନଙ୍କର ସମସ୍ୟା ବୁଝିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା କରିବା…
Read More...

ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ଅନୁମୋଦନ

ଭୁବନେଶ୍ବର,୨୩।୧: ସତ୍ୟବାଦୀରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବାର ପ୍ରାୟ ୩ବର୍ଷ ପରେ ଏହି ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ…
Read More...