ଜୁନ ୧୯ ଓ ୨୬ରେ ରାଜ୍ୟ ସମବାୟ ସମିତି ନିର୍ବାଚନ

ଭୁବନେଶ୍ବର, ୫।୪: ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ ସିଲ ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଏଥିରୁ ୧୫ଜଣ…
Read More...

ବିଜେବି କଲେଜରେ ଆଡ୍‌ମିସନ୍‌ ପାଇଁ ଜାଲ୍‌ ସାର୍ଟିଫିକେଟ୍‌ କାରବାର

ଭୁବନେଶ୍ବର, ୫।୪: ବିଜେବି କଲେଜ ଓଡ଼ିଶାର ଏକ ଆଗଧାଡ଼ିର କଲେଜ ହୋଇଥିବା ଏବେ ଏଠାରେ ଜାଲ୍‌ ସାଟିଫିକେଟ୍‌ କାରବାର ସାମ୍‌ନାକୁ ଆସିଛି। ଗତ ୩ ବର୍ଷରେ  ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଏହି କଲେଜରେ ଆଡମିସନ୍…
Read More...

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା

ଭୁବନେଶ୍ବର, ୪।୪: ଶ୍ରୀମନ୍ଦିର ରୋଷ ଘରେ ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା…
Read More...

ପଳାଶୁଣିରେ ସିରିଜ୍ ଦୁର୍ଘଟଣା, କାର୍‌ ଚଳାକଙ୍କ ମୃତ୍ୟୁ

ଭୁବନେଶ୍ୱର, ୪।୪: ରାଜଧାନୀ ଭୁବନେଶ୍ବରର ପଳାଶୁଣି ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର୍‌ ଉପରେ ହାଇୱା ଚଢ଼ିଯିବାରୁ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।…
Read More...

ଭାଙ୍ଗିଲା ପାକ୍‌ ପାର୍ଲାମେଣ୍ଟ, ୩ ମାସ ପରେ ସାନି ନିର୍ବାଚନ

ଇସ୍‌ଲାମାବାଦ୍‌, ୩।୪: ଭାଙ୍ଗିଲା ପାକିସ୍ତାନ ସଂସଦ। ଅନାସ୍ଥା ଭୋଟ୍‌କୁ ଉପବାଚସ୍ପତି ଖାରଜ କରିବା ପରେ ଏବେ ପାକ୍ ସଂସଦ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ଅନାସ୍ଥା ଭୋଟ୍‌ ପ୍ରସ୍ତାବ କାଟ୍‌ ଖାଇବା ପରେ…
Read More...

ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା

ପୁରୀ, ୩।୪: ଶ୍ରୀମନ୍ଦିର ରୋଷଘରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଭଳି ଥିବା…
Read More...

ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର, ୩।୪: ଆଇଏଏସ୍ ସ୍ତରରେ ଏକ ଛୋଟଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଇଛନ୍ତି ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ। ବୀର ବିକ୍ରମ…
Read More...

୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ଦେଲା ୮୨୨.୬୨ କୋଟି

ଭୁବନେଶ୍ବର, ୨।୪: ଓଡ଼ିଶାର ୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୮୨୨.୬୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଟ୍ୱିଟ୍ କରି ସୂଚନା…
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର, ୨।୪: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ବ୍ରଜରାଜ ନଗରର ପୂର୍ବତନ ବିଧାୟକ…
Read More...

ରାଜ୍ୟରେ ଶସ୍ତା ହେବ ମଦ

ଭୁବନେଶ୍ବର, ୧।୪: ଆଜି ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ…
Read More...