ଭୁଶୁଡ଼ିଲା କଟକ ଛତ୍ରବଜାର ପୋଲ, ଦୁଇ ମୃତ ଜଣେ ଗୁରୁତର
କଟକ, ୯।୩: କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁପଡ଼ିଛି। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ମାଟି ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି।…
Read More...
Read More...