ମୌସୁମୀ ର ବିଦାୟ

ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ…
Read More...

ଖୋଲିବ ଶିମିଳିପାଳ ଅଭୟାରଣ୍ୟ

୧ ନଭେମ୍ବର ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି ମିଳିବ।  ପ୍ରବେଶ ପାଇଁ…
Read More...

IAS ସ୍ତରରେ ଛୋଟ ଧରଣର ଅଦଳବଦଳ

IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକେଲ ଆର. ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଡ. ମାର୍କ ଟି ଏସ୍‌ପର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିବା ସହ…
Read More...

କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ବର,୨୭/୧୦: ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଛି। କୋଭିଡ୍‌ କଟକଣା ଭିତରେ ତିନି ପ୍ରମୁଖ ଦଳ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର୍ କରିଛନ୍ତି। ଆସନ୍ତାକାଲି…
Read More...

ନଭେମ୍ବରରେ ଆସିପାରେ ଅକ୍ସଫୋର୍ଡ ଟିକା

ଲଣ୍ଡନ,୨୭/୧୦: କରୋନାକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ। ଟିକା ଅପେକ୍ଷାରେ ପୂରା ମାନବ ସମାଜ। ଉଭୟ ଧନୀ ଓ ଗରିବ ରାଷ୍ଟ୍ର ଟିକାକୁ ଚାତକ ପରି ଚାହିଁ ବସିଛନ୍ତି। ବିଶ୍ବର ବିଭିନ୍ନ ଦେଶର ବହୁ କମ୍ପାନି ଟିକା…
Read More...

ଲଗାତର ଦ୍ବିତୀୟ ଦିନରେ ୧୫୦୦ ତଳେ କରୋନା ସଂକ୍ରମଣ

ଭୁବନେଶ୍ବର,୨୭/୧୦: ଦଶହରାରେ ଓଡ଼ିଶା ପାଇଁ କିଛିଟା ଆଶ୍ବସ୍ତି ମିଳିଛି। କରୋନା ସଂକ୍ରମଣର ଟେଣ୍ଡ୍‌ ଖସିବାରେ ଲାଗିଛି। ଦୀର୍ଘ ଅଢ଼େଇ ମାସ ପରେ ଗତକାଲି ୧୫୦୦ ତଳକୁ ଦୈନିକ ସଂକ୍ରମଣ ସଂଖ୍ୟା କମିଥିଲା। ଆଜି ସଂକ୍ରମଣ…
Read More...

ସମ୍ ହସ୍ପିଟାଲ୍‌ରେ ହେବ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର,୨୬/୧୦ : କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ଭ ହେବ | ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ…
Read More...

ଦୈତ୍ୟ ନଗରୀରେ କୋଭିଡ୍ ନିୟମ ଉଲ୍ଲଂଘନ ଅଧିକ

ଭୁବନେଶ୍ବର,୨୬/୧୦: ଭୁବନେଶ୍ବର ଓ କଟକରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଧିକ ଦେଖିବାକୁ ମିଳୁଛି। ଏହି ଦୁଇ ସହରରେ ଲୋକଙ୍କୁ ବ୍ୟାପକ ସଚେତନ କରାଯାଉଥିଲେ ବି ଅମାନିଆଙ୍କ ସଂଖ୍ୟା କମୁ ନାହିଁ। ଗତ ମାର୍ଚ୍ଚରୁ ସେପ୍ଟେମ୍ବର…
Read More...

ଭିସା ଓ ଭ୍ରମଣ କଟକଣାରେ ପର୍ଯ୍ୟାୟକ୍ରମିକ କୋହଳ ବ୍ୟବସ୍ଥା

କରୋନା ମହାମାରୀ ସ୍ଥିତି ଯୋଗୁଁ ଭାରତ ସରକାର 2020 ଫେବୃୟାରୀଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆନ୍ତର୍ଜାତିକ ଯାତ୍ରୀମାନଙ୍କ ଯାତାୟତ ଉପରେ କଟକଣା ଜାରି କରିଥିଲେ । ଏହା ଫଳରେ ଭାରତ ଭିତରୁ ବାହାରକୁ ଏବଂ ବାହାରୁ…
Read More...