ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, ଜାମିନ୍ ବି ମଞ୍ଜୁର

ଭୁବନେଶ୍ବର,୨୬/୧୦: ୧୯୯୯ ମସିହାରେ ଝାଡ଼ଖଣ୍ଡରେ କୋଲ୍‌ ବ୍ଲକ୍‌ ଆବଣ୍ଟନରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ତତ୍‌କାଳୀନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ରଣୀ ବିଶ୍ଵ ତୈଳ ଏବଂ ବାଷ୍ପ କମ୍ପାନୀଗୁଡିକର ସିଇଓଙ୍କ ସହ ମତ ବିନିମୟ କରିବା ସହିତ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଅକ୍ଟୋବର 2020 ସନ୍ଧ୍ୟା 6ଟାରେ ବିଶ୍ଵର ଅଗ୍ରଣୀ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରମାନଙ୍କ (ସିଇଓ)ସହ ମତ ବିନିମୟ କରିବେ । ଏହି ବାର୍ଷିକ ବୈଠକ …
Read More...

‌ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୧୫୦୦ ତଳକୁ ଖସିଲା

ଭୁବନେଶ୍ବର,୨୬/୧୦: ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ଦୈନିକ ସଂକ୍ରମଣ ୨୦୦୦ ତଳକୁ ରହିଲା ପରେ ଆଜି ତାହା ରେକର୍ଡ ପରିମାଣରେ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୮୦ ନୂଆ…
Read More...

ମନର କଥା 2.0 (ସପ୍ତଦଶ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ…

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ବିଜୟାଦଶମୀ ଅର୍ଥାତ୍ ଦଶହରା ପର୍ବ । ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । କିନ୍ତୁ…
Read More...

ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍

ଭୁବନେଶ୍ବର,୨୬/୧୦ : ରାଜ୍ୟରେ  ସବୁ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟର୍‌ନେଟ୍‌ ସଂଯୋଗ କରାଯିବ। ଏହାର ଉଦ୍ଦେଶ୍ୟ ହେଲା ୫-ଟି ଢାଞ୍ଚାରେ ଉତ୍ତମ ପ୍ରଶାସନକୁ ତ୍ବରାନ୍ବିତ କରିବା। ଏଥି ନିମନ୍ତେ ରାଜ୍ୟ…
Read More...

ମୋଟ 10 କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ଜାନୁୟାରୀ 2020 ଠାରୁ ଭାରତ କୋଭିଡ-19 ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି । ଏହି ପରୀକ୍ଷଣ ସଂଖ୍ୟା ଆଜି 10 କୋଟି (10,01,13,085) ଅତିକ୍ରମ କରିଛି । ଅନ୍ୟ ଏକ ସଫଳତାରେ, ଗତ 24 ଘଣ୍ଟା ମଧ୍ୟରେ…
Read More...

ଆୟକର ରିଟର୍ଣ୍ଣ ଏବଂ ଅଡିଟ ରିପୋର୍ଟ ଦାଖଲର ତାରିଖ ବୃଦ୍ଧି

କୋଭିଡ଼ -19 ସଂକ୍ରମଣ କାରଣରୁ ଟିକସଦାତାମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଡ଼ କରିବା ଏବଂ ନିୟନ୍ତ୍ରଣ ବ୍ୟବସ୍ଥାକୁ ପାଳନ କରିବା ଦିଗରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ବିଚାର କରି ସରକାର ମାର୍ଚ୍ଚ 31, 2020ରେ ଟିକସ…
Read More...

ପିଆଜ ମୂଲ୍ୟ ହ୍ରାସ ଏବଂ ଏହାର ଉପଲବ୍ଧତା ବଢାଇବାକୁ ସରକାରଙ୍କ ପଦକ୍ଷେପ

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ପିଆଜରୁ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେବାରୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡିଥିଲା । ଏହି ପରିପ୍ରେକ୍ଷୀରେ ସରକାର ଦୈନନ୍ଦିନ ଏକ ଡ୍ୟାସବୋର୍ଡ ମାଧ୍ୟମରେ ପିଆଜର…
Read More...

ରାଜ୍ୟରେ ୫୪% ଡାକ୍ତର ପଦବି ଖାଲି

ଭୁବନେଶ୍ବର,୨୬/୧୦: ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ହସ୍ପିଟାଲ୍‌ଗୁଡ଼ିକର ଭିତ୍ତିଭୂମି ବଢ଼ାଯାଉଛି। କିନ୍ତୁ ସ୍ବାସ୍ଥ୍ୟସେବାର ମୂଳ ଭିତ୍ତି ଅର୍ଥାତ ଡାକ୍ତର, ନର୍ସ, ଫାର୍ମାସିଷ୍ଟଙ୍କ…
Read More...

ଆଇଆଇଏମ୍ ଲକ୍ଷ୍ନୌରେ ଓଡ଼ିଆ ପ୍ରଫେସରଙ୍କୁ ବଡ଼ ଦାୟିତ୍ବ

ଭୁବନେଶ୍ବର,୨୬/୧୦: ବିଶିଷ୍ଟ ଶିକ୍ଷାବିତ୍‌ ତଥା ଆଇଆଇଏମ୍‌-ଲକ୍ଷ୍ନୌର ମାର୍କେଟିଂ ପ୍ରଫେସର ସତ୍ୟଭୂଷଣ ଦାଶଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିଛି। ତାଙ୍କୁ ବିପିସିଏଲ୍‌ ଚେୟାର ପ୍ରଫେସର ଇନ୍…
Read More...