ଉପନିର୍ବାଚନ ପାଇଁ ଆଜି ଭୋଟ୍

ବାଲେଶ୍ୱର ଓ ତିର୍ତ୍ତୋଲରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍‌ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।…
Read More...

ଉପନିର୍ବାଚନ ପ୍ରଚାର ସରିଲା, ୩ରେ ଭୋଟ୍

ଭୁବନେଶ୍ବର,୧/୧୧: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ‌ଶେଷ ହୋଇଛି। ଆସନ୍ତା ୩ ତାରିଖରେ ଉଭୟ ସ୍ଥାନରେ ମତଦାନ ହେବ। ଆସନ୍ତା ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଆଜି ସନ୍ଧ୍ୟାରେ…
Read More...

ଏ ବର୍ଷ ହେବନି ବାଲିଯାତ୍ରା

ଭୁବନେଶ୍ବର,୩୦/୧୦: ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀର ପ୍ରକୋପ ଜାରି ରହିଥିବାରୁ କଟକ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏହା ସହ ସମସ୍ତ ପ୍ରକାର ସାମୂହିକ ବୋଇତ…
Read More...

ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି : ମନ୍ତ୍ରୀ

ଭୁବନେଶ୍ବର,୩୦/୧୦: କରୋନା ପାଇଁ ଦୀର୍ଘ ଦିନ ହେଲା ରାଜ୍ୟରେ ସ୍କୁଲ୍‌ ବନ୍ଦ ରହିଛି। କେବେ ଖୋଲିବ, ସେ ନେଇ ସରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି। କିଛି ରାଜ୍ୟରେ ନବମ ଶ୍ରେଣୀ ଉପରକୁ ଛାତ୍ରଛାତ୍ରୀଙ୍କୁ ନେଇ…
Read More...

ପୁରୀ ଯାଇପାରିବେନି ହବିଷ୍ୟାଳି

ଭୁବନେଶ୍ବର,୩୦/୧୦: ଆସନ୍ତା ୧ ତାରିଖ ଠାରୁ ଆରମ୍ଭ ହେଉଛି କବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆମ ପରମ୍ପରା ଅନୁଯାୟୀ ମହିଳାମାନେ ଏକ ମାସ ଧରି ନିଷ୍ଠାପର ସହ ଏହି ବ୍ରତ ପାଳନ କରନ୍ତି। ବିଶେଷ କରି ପୁରୀରେ କାର୍ତ୍ତିକ…
Read More...

ବିଦେଶୀ, ଅଣହିନ୍ଦୁ ଜାଣିପାରିବେ ଶ୍ରୀମନ୍ଦିର ଇତିହାସ, ଜଗନ୍ନାଥ ସଂସ୍କୃତି

ଭୁବନେଶ୍ବର,୨୯/୧୦: ପୁରୀରେ ଏବେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋର୍‌ଦାର୍‌ ଚାଲିଛି। ଏହି ସହରକୁ ବିଶ୍ବସ୍ତରୀୟ କରିବା ପାଇଁ କୌଣସି ସୁଯୋଗକୁ ସରକାର ହାତ ଛଡ଼ା କରୁ ନାହାନ୍ତି। ପୁରୀ ପାଇଁ ପରିକଳ୍ପନା…
Read More...

ମୌସୁମୀ ର ବିଦାୟ

ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ…
Read More...

ଖୋଲିବ ଶିମିଳିପାଳ ଅଭୟାରଣ୍ୟ

୧ ନଭେମ୍ବର ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି ମିଳିବ।  ପ୍ରବେଶ ପାଇଁ…
Read More...

IAS ସ୍ତରରେ ଛୋଟ ଧରଣର ଅଦଳବଦଳ

IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକେଲ ଆର. ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଡ. ମାର୍କ ଟି ଏସ୍‌ପର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିବା ସହ…
Read More...