ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ଟୁରିଷ୍ଟ ହେଲ୍ପ ଲାଇନ ନମ୍ୱର
ପୁରୀ, ୪।୨: ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାରି ହେଲା ୨୪ ଘଣ୍ଟିଆ ଟୁରିଷ୍ଟ୍ ହେଲପ୍ ଲାଇନ୍। ପୁରୀ ପୁଲିସ ପକ୍ଷରୁ ଏହି ହେଲପ୍ ଲାଇନ୍ ନମ୍ୱର ଜାରି କରାଯାଇଛି। 6370967100 ନମ୍ୱରରେ କୌଣସି ପର୍ଯ୍ୟଟକ…
Read More...
Read More...