ଦିଲ୍ଲୀ ପୁଲିସର ଏନ୍‌କାଉଣ୍ଟର୍‌: ଗିରଫ୍ ହେଲେ ୫ ସନ୍ଦିଗ୍ଧ ଆତଙ୍କବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଶକରପୁରରେ ଆତଙ୍କବାଦୀଙ୍କ ସହିତ ପୁଲିସର ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…
Read More...

ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ପାଣ୍ଡିଆନ: ଦୋକାନୀଙ୍କ ଥଇଥାନ୍‌ ଓ ବିକଳ୍ପ ରାସ୍ତା ଉନ୍ନତୀକରଣ…

ଭୁବନେଶ୍ବର, ୭।୧୨: ଆଜି ସକାଳୁ ସକାଳୁ ଏକାମ୍ର କ୍ଷେତ୍ରଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବୁଲି ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି। ଏଥିସହ ସେ ଏନେଇ…
Read More...

ଆଉ ନାହାନ୍ତି ସୁର ବାବା: ଦୀର୍ଘ ଦିନର ଅସୁସ୍ଥତା ପରେ ଗତ କାଲି ରାତିରେ ପରଲୋକ

ଭୁବନେଶ୍ବର, ୭।୧୨: ଆଉ ନାହାନ୍ତି ବିବାଦୀୟ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଂଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ଗତକଲି ରାତିରେ ଦେହାନ୍ତ ହୋଇଛି। ଦୀର୍ଘ ଦୀନ…
Read More...

ଚୀନ୍‌ ପ୍ରସ୍ତୁତ କରୁଛି ‘ସୁପର ସୋଲ୍ଜର’: ଜିନ୍‌ ଏଡିଟିଂ ଦ୍ବାରା ହେବ ଶକ୍ତିଶାଳୀ ସୈନ୍ୟବାହିନୀ

ଆମେରିକା, ୬।୧୨: ବିସ୍ତାରବାଦୀ ଚିନ୍ତାଧାରା ରଖୁଥିବା ଚୀନ୍‌ ଏବେ ‘ସୁପର ସୋଲ୍‌ଜର୍’ ପ୍ରସ୍ତୁତ କରୁଛି। ସୀମା ବିବାଦ ଓ ଚୀନ୍‌ର ଯୁଦ୍ଧଖୋର ମନୋବୃତି ନେଇ ଭାରତ ଓ ଆମେରିକା ସହ ସବୁବେଳେ ଚୀନ୍‌ର ଯୁଦ୍ଧ ପରିସ୍ଥିତି…
Read More...

ନିର୍ମାଣ ହେବ ନୂଆ ସଂସଦ ଭବନ: ଖର୍ଚ୍ଚ ହେବ ୯୭୧ କୋଟି

ନୂଆଦିଲ୍ଲୀ, ୬।୧୨: ନିର୍ମାଣ ହେବ ନୂଆ ସଂସଦ ଭବନ। ଆସନ୍ତା ୧୦ ତାରିଖରେ ଭିତିପ୍ରସ୍ତର ଏହାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସରୁ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ୨୦୨୨…
Read More...

୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

ଭୁବନେଶ୍ୱର, ୦୫।୧୨ : କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି । କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ…
Read More...

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର: ପେଟ୍ରୋଲ ୮୪ ଓ ଡିଜେଲ ୮୦ ପାର୍

ଭୁବନେଶ୍ବର, ୬।୧୨: ପୁଣି ପେଟ୍ରୋଲ ଓ ଡିଜେଲର ଦରରେ ବୃଦ୍ଧି ଘଟିଛି। ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋଚ ସ୍ତରରେ ପହଞ୍ଚିଛି। ରାଜଧାନୀରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବା ବେଳେ…
Read More...

ଜାନୁଆରିରୁ କଡ଼ାକଡ଼ି ହେବ ହେଲ୍‌ମେଟ୍‌ ନିୟମ: ସ୍ପଷ୍ଟ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର,୬/୧୨: ବାଇକ୍ ପଛରେ ବସୁଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦୁଇ ଦିନ ତଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଘୋଷଣା କରିଥିଲେ। ପଛରେ…
Read More...

ପୁରୀ ସମୁଦ୍ର କୂଳରେ ବାର୍‌ହା ଆକ୍ରମଣ: ୨ ମହିଳା ସଫେଇକର୍ମୀ ଗୁରୁତର

ପୁରୀ, ୬।୧୨: ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣରେ ଦୁଇ ଜଣ ମହିଳା ସଫେଇ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସମୁଦ୍ର କୂଳ ସଫା କରୁଥିବା ବେଳେ ଏହି ଦୁଇ ମହିଳା ସଫେଇ କର୍ମୀଙ୍କୁ ବାର୍‌ହା ଆକ୍ରମଣ କରିଛନ୍ତି। ଆହତ ଦୁଇ…
Read More...

ଆକାଶ ଟାଟାର କର୍ମଚାରୀ ନଥିଲେ: ସ୍ପଷ୍ଟ କଲା ଟାଟା ମୋଟର୍ସ

ଭୁବ‌ନେଶ୍ବର, ୫।୧୨: ଆକାଶ ପାଠକ କେବେ ବି ଟାଟାର ଅଧିକାରୀ ନଥିଲେ। ଏନେଇ ପୁଣି ଥରେ ସ୍ପଷ୍ଟ କରିଛି ଟାଟା ମୋଟର୍‌ସ୍‌। ଟାଟା ମୋଟର୍‌ସ୍‌ର ପୁନେ ପାସେଞ୍ଜର ଡିଭିଜନ୍‌ର ଏମ୍‌ଡି ପରିଚୟ ଦେଇ ବେରୋଜଗାର…
Read More...