ଚୀନ‌ରେ ବଡ଼ ଧରଣର ଦୁର୍ଘଟଣା: ୧୮ ମୃତ, ୫ ନିଖୋଜ

ଚୀନର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଶ୍ରମିକ ନିଖୋଜ ଅଛନ୍ତି। ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ଶ୍ରମିକମାନଙ୍କର ମୃତ୍ୟୁ ହୋଇଥିବା…
Read More...

ପଞ୍ଚମ ପର୍ଯ୍ୟାରୟ ଆଲୋଚନା ବି ବିଫଳ: ୯ରେ ପୁଣି ଏକ ବୈଠକ

ନୂଆଦିଲ୍ଲୀ, ୫।୧୨: ନୂଆ କୃଷି ଆଇନ ସମ୍ପର୍କରେ ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ୫ମ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ ।  ତେବେ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ପକ୍ଷ ରାଜି…
Read More...

୮ରେ ଭାରତ ବନ୍ଦ!

ଭୁବନେଶ୍ବର, ୪।୧୨: ଆସନ୍ତା ୮ ତାରିଖରେ ଭାରତ ବନ୍ଦ ହୋଇପାରେ। ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଭାରତ ବନ୍ଦର ଡାକରା ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏକ ସପ୍ତାହ ହେଲା ଆନ୍ଦୋଳନ ଜାରି ରଖିଥିବା…
Read More...

ମୋଦିଙ୍କ ବଡ଼ ଘୋଷଣା: ଟିକାକରଣକୁ ଆଉ ୨ରୁ ୩ ସପ୍ତାହ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଏବେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି। କରୋନା ଟିକା ପାଇଁ ଦେଶବାସୀଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଉ ମାତ୍ର ୨ କି ୩ ସପ୍ତାହ ମଧ୍ୟରେ ଦେଶରେ ଏହି ଟିକା…
Read More...

ସମ୍ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୧/୧୨ : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ…
Read More...

ଶୀତରେ ବି କମ୍ ରହୁଛି ସଂକ୍ରମଣ : ଆଜି ୪୦୦ ତଳେ

ଭୁବନେଶ୍ବର,୧/୧୨: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଛି। ଶୀତରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଇଛି। ତେବେ ଡି‌ସେମ୍ବର ପ୍ରଥମ ଦିନରେ ଅର୍ଥାତ ଆଜି ରାଜ୍ୟ ପାଇଁ କିଛିଟା…
Read More...

ମାସକ ଆଗରୁ ସରିଗଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର,୨୯/୧୧: ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୦ ଯାଏ ବସିବାର ଥିଲା। କିନ୍ତୁ ମାସକ ଆଗରୁ ଆଜି ଶେଷ ହୋଇଛି। ଆଜି ୨୦୨୦-୨୧ ଆର୍ଥିକ…
Read More...

ନଭେମ୍ବର ଶେଷ ରବିବାର ଦେଲା ଆଶ୍ବସ୍ତି

ଭୁବନେଶ୍ବର,୨୯/୧୧: ରାଜ୍ୟରେ କ‌ରୋନା ଦୈନିକ ସଂକ୍ରମଣ ଲଗାତର ଭାବେ ଖସି ଚାଲିଥିଲା। ତେବେ ମୃତ୍ୟୁ ସଂଖ୍ୟା କମୁ ନ ଥିଲା। ଦୈନିକ ସଂକ୍ରମଣ ୪ ହଜାର ଉପରେ ଥିଲା ବେଳେ ଯେତିକି ଲୋକ କରୋନାରେ ମୃତ୍ୟୁବରଣ କରୁଥିଲେ,…
Read More...

ଜନବିରୋଧୀ କାର୍ଯ୍ୟର ହିସାବ ମାଗିଲେ ପ୍ରଦୀପ

ଭୁବନେଶ୍ବର,୨୯/୧୧: ଆଜି ସକାଳେ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ବହିଷ୍କାର ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହିଷ୍କାରର କିଛି ସମୟ ପରେ ସେ ଗଣମାଧ୍ୟମକୁ ସାମ୍ନା କରିଥିଲେ। ଦଳର…
Read More...

ପରୀ ହତ୍ୟାକାଣ୍ଡର ତଦନ୍ତ କରିବେ ବୋଥ୍ରା

ଭୁବନେଶ୍ବର,୨୯/୧୧: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଆଇଜି ପାହ୍ୟାର ଅଫିସର୍‌ ଅରୁଣ ବୋଥ୍ରା ଏହି ଟିମ୍‌ର ନେତୃତ୍ବ ନେବେ।…
Read More...