ମହାମାରୀ ତାଲିକାରୁ ହଟିଲା କୋଭିଡ୍‌; ଘୋଷଣା କଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ

ନୂଆଦିଲ୍ଲୀ, ୫/୫: ବିଶ୍ଵକୁ ମହାମାରୀରେ କବଳିତ କରି ହାହାକାର ସୃଷ୍ଟି କରିଥିବା କୋଭିଡ୍‌ ଏବେ ମାହାମାରୀ ତାଲିକାରୁ ବାଦ୍‌ ପଡ଼ିଛି। ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା ଆଉ ଜୀବୀକାକୁ ଉଜାଡ଼ି ଦେଇଥିବା କରୋନା ବିଶ୍ଵ…
Read More...

କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନକୁ ‘ଏନ୍‌ଏବିଏଚ୍‌’ ପ୍ରମାଣପତ୍ର

ଭୁବନେଶ୍ବର, ୪।୫: ରାଜଧାନୀ ଭରତପୁରରେ ଥିବା ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନକୁ ପ୍ରଥମଥର ପାଇଁ ‘ଏନ୍‌ଏବିଏଚ୍‌’ ପ୍ରମାଣପତ୍ର ମିଳିଛି। ଭାରତ ସରକାରଙ୍କ ଗୁଣାତ୍ମକ ପରିଷଦ ଦ୍ବାରା ଗଠିତ…
Read More...

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୪।୫: ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର…
Read More...

ମେ’୧ରୁ ଭିତରକନିକା ୩ ମାସ ବନ୍ଦ

ରାଜନଗର, ୩୦।୪: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପାଖେଇ ଆସୁଛି ପ୍ରଜନନ ଋତୁ। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ ଠାରୁ ଜୁଲାଇ…
Read More...

ସାତଭାୟା ବଗପାଟିଆରେ ‘ଆଦର୍ଶ କଲୋନି’ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩୦/୪: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ …
Read More...

ସୋଆ ଚାନ୍‌ସେଲର ପ୍ରଫେସର ଡ. ଡିପି ରାୟଙ୍କ ପରଲୋକ

ଭୁବନେଶ୍ୱର ୨୯/୦୪: ସୋଆ ଚାନ୍‌ସେଲର ପ୍ରଫେସର ଡ଼. ଦେବୀ ପ୍ରସାଦ ରାୟଙ୍କ ପରଲୋକ । ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦିନ ୧୧ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥ ଥିବାରୁ ସମ୍…
Read More...

ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ପରିବହନ: ୩ଟି ରୁଟ୍‌ରେ ଚାଲୁ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ବର, ୨୮/୪: ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ ହୋଇଛି। ବିଧିବଦ୍ଧ ଭାବେ ଟ୍ରେନ୍‌ ଗଡ଼ିବା ପୂର୍ବରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କିଛି ଦାବି ନେଇ ରେଳମନ୍ତ୍ରୀ ଅଶ୍ୱିନୀ…
Read More...

ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

ଭୁବନେଶ୍ବର, ୨୮/୪: କେନ୍ଦ୍ର ସରକାର ଆଉ ଜଣେ ଓଡ଼ିଆଙ୍କୁ ବଡ଼ ପଦବୀରେ ନିଯୁକ୍ତି ଦେଇଛନ୍ତି। ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସିଦ୍ଧାର୍ଥ ମହାନ୍ତି। ସେ…
Read More...

ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ: ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର, ୨୬।୪: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ…
Read More...