Browsing Category

ଦେଶ ବିଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ, ୧୭/୯: ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଅପରାହ୍ଣରେ ସେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ବାସଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା…
Read More...

ଇସ୍ତଫାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୬/୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହଠାତ୍ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ସେ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି। କେଜ୍ରିୱାଲ ଦିଲ୍ଲୀର…
Read More...

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ, ୧୨/୯: ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ନେଇଛନ୍ତି । ବିଗତ କିଛି ଦିନ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏମ୍ସରେ…
Read More...

ଡାକ୍ତର ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ, ୩/୯: କୋଲକାତା ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଆଜି ସିବିଆଇ ଗିରଫ କରିଛି। ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ…
Read More...

ଦେଶରେ ଦିନକୁ ୯୦ଟି ଦୁଷ୍କର୍ମ ହେଉଛି, କଠୋର ଦଣ୍ଡବିଧାନ ହେଉ: ମୋଦୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା, ୨୨/୮: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
Read More...

ଅଗ୍ନି କ୍ଷେପଣାସ୍ତ୍ରର ଜନକ ରାମନାରାୟଣ ଅଗ୍ରଓ୍ବାଲଙ୍କ ପରଲୋକ

ନୂଆଦିଲ୍ଲୀ, ୧୫/୮: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ପରଲୋକ ଘଟିଛି।…
Read More...

ଜଗଦମ୍ବିକା ପାଲ ହେବେ ଓ୍ବାକଫ ସଂଶୋଧନ ବିଲ ଅନୁଧ୍ୟାନ ଜେପିସିର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୩/୮: ବିବାଦୀୟ ୱାକଫ୍ (ସଂଶୋଧନ) ବିଲ୍ ର ଅନୁଧ୍ୟାନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷତା କରିବେ ବରିଷ୍ଠ ବିଜେପି ଲୋକସଭା ସଦସ୍ୟ ଜଗଦମ୍ବିକା ପାଲ। ଲୋକସଭା ସଚିବାଳୟ ପକ୍ଷରୁ ଜାରି…
Read More...

ଶରଣ ଦେବାକୁ ରାଜି ହେଉନି ବ୍ରିଟେନ, ଭାରତରେ ଆଉ କିଛି ଦିନ ରହିବେ ଶେଖ ହସିନା

ନୂଆଦିଲ୍ଲୀ, ୬/୮: ବିଦ୍ରୋହ ପରେ ବାଂଲାଦେଶରେ ହିଂସା ଓ ଅଶାନ୍ତି ଜାରି ରହିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ୍ ହସିନା ଭାରତରେ ପହଞ୍ଚିଛନ୍ତି। ସେ ବର୍ତ୍ତମାନ ୟୁପିର ହିଣ୍ଡନ ଏୟାରବେସର ଗେଷ୍ଟ ହାଉସରେ…
Read More...

ଗିରଫ ପରେ ୩ଦିନିଆ ସିବିଆଇ ରିମାଣ୍ଡରେ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୨୬/୬: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ…
Read More...

ରେଲୱେ ପ୍ଲାଟଫର୍ମ ଟିକେଟ୍ ଜିଏସ୍‌ଟି ମୁକ୍ତ: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୨/୬: ସାଧାରଣ ଲୋକଙ୍କୁ ରେଳବାଇ ଯୋଗାଉଥିବା ସେବା ଉପରେ ଜିଏସ୍‌ଟି ପରିଷଦ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ନେବା ସହିତ ଡରମେଟ୍ରି, ୱେଟିଂ ରୁମ୍, କ୍ଲକ୍ ରୁମ୍ ଏବଂ…
Read More...