Browsing Category

ଦେଶ ବିଦେଶ

ଜଳବାୟୁ ସମ୍ମିଳନୀକୁ ବାଇଡେନ୍‌ଙ୍କ ମୋଦିଙ୍କୁ ନିମନ୍ତ୍ରଣ: ଡକା ହେଲେନି ପାକିସ୍ଥାନ ପ୍ରଧାନମନ୍ତ୍ରୀ

  ନୂଆଦିଲ୍ଲୀ, ୩।୪: ଚଳିତ ମାସ ୨୨ ଓ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ଭର୍ଚୁଆଲ ଜଳବାୟୁ ସମ୍ମିଳନୀରେ ଭାଗ ନେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…
Read More...

ସେନା ପାଇଁ ପ୍ରସ୍ତୁତ ହେଲା ହାଲ୍‌କା ବୁଲେଟ୍ ପ୍ରୁଫ୍‌ ଜ୍ୟାକେଟ

ଭୁବନେଶ୍ବର, ୧।୪: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ)ର ଲାବ୍‌ ଡିଫେନ୍ସ ମାଟେରିଆଲ୍ସ ଆଣ୍ଡ ଷ୍ଟୋର୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ ହାଲକା ଧରଣର ବୁଲେଟ୍ ପ୍ରୁଫ୍‌ ଜାକେଟ…
Read More...

ଜମ୍ମୁ କଶ୍ମୀରର ସବୁ ସରକାରୀ କାର୍ଯ୍ୟାଳୟରେ ଉଡ଼ିବ ତ୍ରିରଙ୍ଗା

ଶ୍ରୀନଗର, ୨୯।୩: ଆସନ୍ତା ୧୫ ଦିନ ମଧ୍ୟରେ ଜମ୍ମୁ କଶ୍ମୀରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡ଼ିବ। ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସମସ୍ତ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।…
Read More...

କାଲି ଭାରତ ବନ୍ଦ; ସ୍କୁଲ୍‌, କଲେଜ ବନ୍ଦ ରହିବ, କଂଗ୍ରେସ, ବାମଦଳର ସମର୍ଥନ

ଭୁବନେଶ୍ବର,୨୫/୩ : ତିନିଟି କୃଷି ଆଇନ୍ ବିଲ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ମାର୍ଚ୍ଚ ୨୬ ତାରିଖରେ ଏହି ଆନ୍ଦୋଳନକୁ ୧୨୦ ଦିନ ପୂରିବ। ଏଥି ପାଇଁ ବିଭିନ୍ନ କୃଷକ…
Read More...

ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ: ରାଜ୍ୟର ୫୫୦୦ ଶାଖାରେ ସେବା ପ୍ରଭାବିତ

ଭୁବନେଶ୍ୱର,୧୫/୩: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର୍ସ ସଂଘଗୁଡ଼ିକ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ସୋମବାର ଓ ମଙ୍ଗଳବାର…
Read More...

ଜୈସ-ଏ-ମହମ୍ମଦର କମାଣ୍ଡର ଆତଙ୍କବାଦୀ ସଜ୍ଜାଦ ଅଫ୍‌ଗାନୀ ନିହତ

ଜମ୍ମୁ କଶ୍ମୀର, ୧୫।୦୩ : ଜମ୍ମୁ-କଶ୍ମୀରର ସୋପିଆଁରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଜାରିରହିଛି। ଆଜିକୁ ତିନି ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦର କମାଣ୍ଡର ଆତଙ୍କବାଦୀ…
Read More...

୧୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ପାରାଦୀପ ପ୍ଲାଷ୍ଟିକ ପାର୍କ

ପାରାଦୀପ ପ୍ଲାଷ୍ଟିକ୍‌ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ…
Read More...

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏକ ସାମ୍ବାଦିକ…
Read More...

ବଲିଉଡ୍‌ରେ ଡ୍ରଗ୍ସ ମାମଲା: ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

ଭୁବନେଶ୍ବର, ୫।୨(ଇମିସ): ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟ ମାମଲାରେ ଡ୍ରଗ୍ସର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (NCB) ଶୁକ୍ରବାର ମୁମ୍ବାଇର ଏନ୍‌ଡିପିଏସ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ…
Read More...

ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କରୋନାର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ…
Read More...