Browsing Category

ସ୍ୱାସ୍ଥ୍ୟ

ଗଙ୍ଗା ନଦୀରେ ଶବ ଭାସିବା ଘଟଣା: ବିହାର, ୟୁପି ସହ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲା ଜାତୀୟ ମାନବାଧିକାର କମିଶନ

ନୂଆଦିଲ୍ଲୀ, ୧୩।୫: ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବା ଘଟଣାରେ କେନ୍ଦ୍ର ସହିତ ଦୁଇ ରାଜ୍ୟକୁ ନୋଟିସ୍ କରିଛି ଜାତୀୟ ମାନବାଧିକାର କମିସନ। ଏହି ଘଟଣାରେ ଉତ୍ତରପ୍ରଦେଶ ଓ ବିହାରର ମୁଖ୍ୟ ଶାସନ ସଚିବଙ୍କ ସହିତ କେନ୍ଦ୍ର…
Read More...

ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ ସ୍ଫୁଟନିକ୍‌-ଭି ଟିକା

ନୂଆଦିଲ୍ଲୀ, ୧୩।୫: ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ମିଳିବ ଋଷୀୟ କରୋନା ଟିକା ସ୍ଫୁଟନିକ-ଭି।  ଭାରତରେ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ପହଞ୍ଚିସାରିଥିବା ବେଳେ ଆଗାମୀ ଦିନରେ ଅଧିକ ଟିକା ଅଣାଯିବ। ଆଉ ଆସନ୍ତା…
Read More...

କରୋନା ଲଢେଇ ପାଇଁ ୧୧୦ କୋଟି ଦେଲା ଟ୍ବିଟର୍

ନୂଆଦିଲ୍ଲୀ, ୧୧/୦୫ : କରୋନାର ଦ୍ୱିତୀୟ ଲହରୀ ସହ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବାକୁ ଅନେକ ଦେଶ ଓ ସେଲିବ୍ରିଟି ଆଗକୁ ଆସିଛନ୍ତି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର…
Read More...

ନକଲି ରେମ୍‌ଡେସିଭିର ଇଞ୍ଜେକ୍ସନ ବିକ୍ରି ଅଭିଯୋଗରେ ୩ଙ୍କ ବିରୁଦ୍ଧରେ ମାମଲା

ଜବଲପୁର, ୧୦।୫: ପାଖାପାଖି ୧ ଲକ୍ଷ ନକଲି ରେମ୍‌ଡେସିଭିର ଇଞ୍ଜେକ୍ସନ ବିକ୍ରି ନେଇ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜବଲପୁର ନର୍ମଦା ଡିଭିଜନର ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ସରବଜିତ…
Read More...

ଅକ୍ସିଜେନ୍‌ ଓ ଜରୁରୀ ଔଷଧର ଆବଣ୍ଟନ ପାଇଁ ରାଷ୍ଟ୍ରୀୟ ଟାସ୍କ ଫୋର୍ସ ଗଠନ

ନୂଆଦିଲ୍ଲୀ, ୮।୫: ଦେଶର ଅଧିକାଂଶ ରାଜ୍ୟଗୁଡ଼ିକୁ ଅକ୍ସିଜେନ୍‌ ଓ ଜରୁରୀ  ଔଷଧ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୁପ୍ରିମ୍‌କୋର୍ଟ ମଧ୍ୟ ଲଗାତାର ଏହା ଉପରେ  ନଜର ରଖିଛନ୍ତି । ସୁପ୍ରିମ୍‌କୋର୍ଟ ଆଜି…
Read More...

ଭୁବନେଶ୍ବର ପହଞ୍ଚିଲା ୧ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର, ୮।୫: ରାଜ୍ୟରେ ପହଞ୍ଚିଲା କୋଭିଶିଲ୍ଡ ଟିକା। ମହାରାଷ୍ଟ୍ରର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆଜି ୧ ଲକ୍ଷ କୋଭିଶିଲ୍ଡ ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ୧୮ରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା…
Read More...

‘ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ’ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲା ୧୦ ଲକ୍ଷ ଟଙ୍କାର ଅନୁଦାନ

ଭୁବନେଶ୍ବର, ୭।୫: ଆହ୍ଵାନପୂର୍ଣ୍ଣ ସମୟରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ଭାବେ ଜାତୀୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନନ୍ୟ ନେତୃତ୍ବ ଓ ଅସାଧାରଣ କୋଭିଡ ପରିଚାଳନା ନୀତି…
Read More...

୨୦୨୨ ଜୁନ୍ ସୁଦ୍ଧା ଭୁବନେଶ୍ବରରେ କୋଭାକ୍ସିନ୍ ଉତ୍ପାଦନ ହେବ

ଭୁବନେଶ୍ବର,୭/୫: ଭୁବନେଶ୍ବରର ଅନ୍ଧାରୁଆରେ ଭାରତ ବା‌ୟୋଟେକ୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କମ୍ପାନି ପକ୍ଷରୁ ଟିକା ଉତ୍ପାଦନ ଶିଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଆଇନଗତ ଓ…
Read More...

ନଭି ମୁମ୍ବାଇସ୍ଥିତ ଓଡ଼ିଶା ଭବନର ଭଡ଼ା ଦେୟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୭।୫: ଓଡ଼ିଶା ଭବନର ଭଡ଼ା ଦେୟକୁ ଛାଡ଼ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭି ମୁମ୍ବାଇସ୍ଥିତ ଓଡ଼ିଶା ଭବନର ଭଡ଼ା ଦେୟ ବାବଦକୁ ପ୍ରାୟ ୨ କୋଟି ୧୬ ହଜାର ଟଙ୍କା ରାଶି ଛାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ।…
Read More...

ଦକ୍ଷିଣ ଭାରତରେ ଭୟଙ୍କର ରୂପ ନେଲାଣି କରୋନା

ବେଙ୍ଗାଲୁରୁ, ୬।୫: ଭାରତର ଦକ୍ଷିଣାଞ୍ଚଳରେ କରୋନାର କାୟା ବିସ୍ତାର ଜାରି ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
Read More...